ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବିଧାୟକଙ୍କ ହସ୍ତଖେପ ପରେ ଯୁଦ୍ଧ କାଳୀନ ଭିତ୍ତିରେ ୪୨ ମୌଜା ରାସ୍ତା ନିର୍ମାଣ କାର୍ଯ୍ୟ ସଂପନ୍ନ 

ବିଧାୟକଙ୍କ ହସ୍ତଖେପ ପରେ ଯୁଦ୍ଧ କାଳୀନ ଭିତ୍ତିରେ ୪୨ ମୌଜା ରାସ୍ତା ନିର୍ମାଣ କାର୍ଯ୍ୟ ସଂପନ୍ନ 

କଟକ,୧୪।୯: କଟକ ସଦର ୪୨ ମୌଜା ମୁଖ୍ୟ ରାସ୍ତା ମରଣ ଯନ୍ତା ତୁଲ୍ୟ ଖାଲଖମାରେ ପରିପୂର୍ଣ୍ଣ ହେତୁ ସାଧାରଣ ଜନତା ବହୁ ସମସ୍ୟାର ସମ୍ମୁଖୀନ ହେଉଥିଲେ l ଆଗକୁ ପାର୍ବଣ ଋତୁ ଆସୁଥିବାରୁ ୪୨ ମୌଜା ପ୍ରଗତି ମଞ୍ଚ ତରଫରୁ ମାନ୍ୟବର ବିଧାୟକ ଇଂ.ପ୍ରକାଶ ଚନ୍ଦ୍ର ସେଠୀ ମହୋଦୟଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲା । ବିଧାୟକ ମହାଶୟ ତୁରନ୍ତ ପଦକ୍ଷପ ନେଇ ଅସ୍ଥାୟୀ ମରାମତି କରାଇବାର ବ୍ୟବସ୍ଥା କରାଇଛନ୍ତି ଓ ଅତିଶୀଘ୍ର ସ୍ତାଇ କାମ କରିବା ପାଇଁ ବିଭାଗ କର୍ତ୍ତୁପକ୍ଷଙ୍କୁ ମଧ୍ୟ ନିଦ୍ଦେର୍ଶ ଦେଇଥିବାରୁ ବିଧାୟକ ମହୋଦୟଙ୍କୁ ଓ ନିର୍ମାଣ ବିଭାଗକୁ ପ୍ରଗତି ମଞ୍ଚ ତରଫରୁ ଅଜୁନ ଦାସ, ଅମରେନ୍ଦ୍ର ଦାସ ପ୍ରମୁଖ କୃତଜ୍ଞତା ଓ ଧନ୍ୟବାଦ ଜଣାଇଛନ୍ତି। ।

ଶ୍ରୀକାନ୍ତ ବେଉରା ଙ୍କ ରିପୋର୍ଟ୍ 

Related posts

ରାଜ୍ୟସ୍ତରୀୟ ରାଜୀବ ଗାନ୍ଧୀ ସେବା ସମ୍ମାନ 2025 ପୁରସ୍କାର ସମାରୋହ

Sunil Chandra Nayak

ରାଇରଙ୍ଗପୁରରେ ଵୀରଚକ୍ର ସହୀଦ ନୁଦୂରାମ ସୋରେନଙ୍କ ଜୟନ୍ତୀ ଅବସରରେ ଶ୍ରଦ୍ଧାଞ୍ଜଳି       

masiha

ବିପଦ ସଙ୍କୁଳ ଅବସ୍ଥାରେ ରହିଛି ମାଉସି ମା ମନ୍ଦିର 

Sunil Chandra Nayak

Leave a Comment

error: Content is protected !!