ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଆରୋଗ୍ୟ ଲାଭ କଲେ ପୂର୍ବତନ ସାଂସଦ ବସନ୍ତ କୁମାର ପଣ୍ଡା

ଆରୋଗ୍ୟ ଲାଭ କଲେ ପୂର୍ବତନ ସାଂସଦ ବସନ୍ତ କୁମାର ପଣ୍ଡା

ପୂର୍ବତନ ସାଂସଦ ତଥା ପୂର୍ଵତନ ରାଜ୍ୟ ସଭାପତି ବସନ୍ତ କୁମାର ପଣ୍ଡା ଆଜି ସ୍ବାସ୍ଥ୍ୟ ସମସ୍ୟା ରୁ ଆରୋଗ୍ୟ ଲାଭ କରି ନିଜ ଘରକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି। କଳାହାଣ୍ଡି ପୂର୍ବତନ ସାଂସଦ ବସନ୍ତ କୁମାର ପଣ୍ଡା ଆଜି ସ୍ବାସ୍ଥ୍ୟ ସମସ୍ୟା ରୁ ଆରୋଗ୍ୟ ଲାଭ କରି ନିଜ ଘର ନୂଆପଡା କୁ ପ୍ରତ୍ୟାବର୍ତ୍ତନ କରିଛନ୍ତି। ମୁମ୍ବାଇ ଠାରେ ହୃଦୟର ଅସ୍ତ୍ରୋପଚାର କରି ନିଜ ଘର କୁ ପ୍ରତ୍ୟାବର୍ତ୍ତନ କରିଛନ୍ତି। ବହୁ କର୍ମୀ, ପରିବାର ବର୍ଗ, ସମ୍ପର୍କୀୟ ମାନେ ଆସି ସାକ୍ଷାତ କରି ସ୍ବାସ୍ଥ୍ୟ ଅବସ୍ଥା ବୁଝିଛନ୍ତି। ପୂର୍ଣ୍ଣ ରୂପେ ସୁସ୍ଥ ଥିବା ସେ ପ୍ରକାଶ କରିଛନ୍ତି।

ନୂଆପଡା ରୁ ସୁଜିତ କୁମାର ପ୍ରଧାନ ଙ୍କ ରିପୋର୍ଟ

Related posts

ରାୟଗଡ଼ା ଜଗନ୍ନାଥ ମନ୍ଦିର ସମ୍ମୁଖରେ ଶ୍ରୀ ଜଗନ୍ନାଥ ସଂସ୍କୃତି ସୁରକ୍ଷା ଅଭିଯାନ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ

masiha

ସାରଳା ମନ୍ଦିର ହୁଣ୍ଡିରୁ 18 ଲକ୍ଷରୁ ଅଧିକ ଆୟ

Sunil Chandra Nayak

କନ୍ଦରପୁର କଲେଜରେ ସ୍ବାଗତ ସମ୍ବର୍ଦ୍ଧନା 

masiha

Leave a Comment

error: Content is protected !!