ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ତେରେସିଂହାରେ ଦୁର୍ନିତି ନିବାରଣ ସପ୍ତାହ ପାଳିତ

ତେରେସିଂହାରେ ଦୁର୍ନିତି ନିବାରଣ ସପ୍ତାହ ପାଳିତ

 କର୍ଲାମୁଣ୍ଡା: କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ଅନ୍ତର୍ଗତ କୌଶିକ ବାବା ଯୁକ୍ତ ତିନି ମହାବିଦ୍ୟାଳୟ ତେରେସିଂହା ଠାରେ ଦୁର୍ନିତି ନିବାରଣ ସପ୍ତାହ ପାଳିତ ହୋଇ ଯାଇଛି l ଏହି ଅବସରରେ N.S.S. ତରଫରୁ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା l କଲେଜର N.S.S କାର୍ଯ୍ୟକ୍ରମ ଅଧିକାରୀ ରବି ମାଝୀଙ୍କ ତତ୍ତ୍ବାବଧାନରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଅଧ୍ୟାପକ ମାନସ ରଂଜନ ବାଗ, ଗ୍ରନ୍ଥାଗାର ବସନ୍ତ କୁମାର ସାହୁ ପ୍ରମୁଖ ଯୋଗଦେଇ ଛାତ୍ରଛାତ୍ରୀ ମାନଙ୍କୁ କାର୍ଯ୍ୟକ୍ରମର ଉଦେଶ୍ୟ ସଂପର୍କରେ ଅବଗତ କରିଥିଲେ l ଏହି କାର୍ଯ୍ୟକ୍ରମରେ ଚମ୍ପୁଲାଲ୍ ରଣା ଡଲେଶ୍ଵର ରଣା, ପ୍ରଦୀପ ଭୋଇ ଉପସ୍ଥିତ ରହି ସହଯୋଗ କରିଥିଲେ l

କର୍ଲାମୁଣ୍ଡାରୁ ସୁଶାନ୍ତ ରଣାଙ୍କ ରିପୋର୍ଟ, ମସୀହା

Related posts

ତିନି ଯୁବତୀ ଶବ ବୋହିନେବା ଘଟଣା  ପୁଣି ବାସନ୍ଦର ଶିକାର ହେଲେ ଦୁଇ ପରିବାର କଙ୍ଗାରୁ କୋର୍ଟର କଡ଼ା ନିର୍ଦ୍ଦେଶ- ତୁରନ୍ତ ଗାଁ ଛାଡ଼ିଯାଅ

Sunil Chandra Nayak

ରାଜ୍ୟ ଯୋଜନା ଓ ସମନ୍ଵୟ କ୍ୟାବିନେଟ ମନ୍ତ୍ରୀଙ୍କ ଡାବୁଗାଁ ଗସ୍ତ, ୪ ଟି ପ୍ରକଳ୍ପର ଭୂମି ପୂଜନ

masiha

ଅବସରକାଳୀନ ସମ୍ବର୍ଦ୍ଧନା ସଭା

masiha

Leave a Comment

error: Content is protected !!