ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଧର୍ମୀୟ ସଂସ୍କୃତି

ନିଶା ମଙ୍ଗଳବାର ଓଷା ଲାଗି କଳସ ଯାତ୍ରା ଅନୁଷ୍ଠିତ

ନିଶା ମଙ୍ଗଳବାର ଓଷା ଲାଗି କଳସ ଯାତ୍ରା ଅନୁଷ୍ଠିତ 

କାମାକ୍ଷାନଗର (ମନିସ )13/11/24 // ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଲକ ଅନ୍ତର୍ଗତ ଅଳାଁକଟା ଗ୍ରାମରେ କାର୍ତ୍ତିକ ମାସରେ ନିଶା ମଙ୍ଗଳବାର ଓଷା ଲାଗି କଳସ ଯାତ୍ରା ପାଳନ ଅନୋଷ୍ଠିତ ହୋଇଥିଲା,ପୂଜକ ପୁରେଦ୍ର ସାହୁ ନିଶା ମଙ୍ଗଳବାର ଓଷା ଲାଗି ଦିନ ତମାମ ବିଧୀବଦ୍ଧକ ଭାବେ ପୂଜାର୍ଚ୍ଚନା କରାଯାଇଥିଲା ଶତାଧିକ ବ୍ରତଧାରି ମହିଳାନିଜର ଓପରିବାରର ମଙ୍ଗଳ କାମନା ଏହି ଓଷା ପାଳନ କରିଆସୁଥିବାବେଳେ ନିତି ନିୟମ ଅନୁଯାୟୀ ଅଳାଁକଟା ଗ୍ରାମରେ ମହାଆଡମ୍ବରରେ କଳସ ଧରି ଗ୍ରାମ ପରିକ୍ରମା ଆରମ୍ଭ କରିଥିଲେ ଶେଷର ସମସ୍ତ କଳସରେ ପୋଖରୀରୁ ପାଣିଧରି ମନ୍ଦିର ଅଭିମୁଖେ ବାହାରିଥିଲେ, ପରିଶେଷରେ ସମସ୍ତ ବ୍ରତଧାରି ମହିଳାମାନେ ମାଙ୍କର କଞ୍ଚା ଅମୃତ ପାଇ ନିଜ ନିଜର ଘରକୁ ବାହୁଡ଼ି ଥିଲେ ।

ପ୍ରହ୍ଲାଦ ମୁଦୁଲିଙ୍କ ରିପୋର୍ଟ

Related posts

ଠାକୁର ଅନୁକୂଳ ଚନ୍ଦ୍ର ଙ୍କ ୧୩୫ ଆବିର୍ଭାବ ଦିବସ

Sunil Chandra Nayak

ଶନି ମହାରାଜ ଙ୍କ ପୂଜା ଓ ଯଜ୍ଞ

Sunil Chandra Nayak

ସିଦ୍ଧ ବଳରାମ ଜୀଉଙ୍କ ମନ୍ଦିରରେ ଚନ୍ଦନ ଲାଗି ବେଶ

Sunil Chandra Nayak

Leave a Comment

error: Content is protected !!