ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଧର୍ମୀୟ ସଂସ୍କୃତି

ବାବା ବଟେଶ୍ବର ମନ୍ଦିରରେ ଜାଗର ଯାତ୍ରା

ରାଉରକେଲା/ ବାସନ୍ତୀ କଲୋନୀ ଜିଏମ ଏବଂ ଇଏମ ବ୍ଲକ ସ୍ଥିତ ଶ୍ରୀ ଶ୍ରୀ ବାବା ବଟେଶ୍ବର ମହାଦେବ ମନ୍ଦିରରେ ଜାଗରଯାତ୍ରା ଅନୁଷ୍ଠିତ ହୋଇଯାଇଛି । ମନ୍ଦିର ପରିଚାଳନା କମିଟିର ନିଷ୍ପତ୍ତି ଅନୁଯାୟୀ ବାବାଙ୍କ ପୂଜାର୍ଚ୍ଚନା କରାଯାଇଥିଲା । ପୂଜକ ଭାବେ ନଦୀ ପଣ୍ଡା ଓ କର୍ତ୍ତା ଭାବେ ବିକି ମହାପାତ୍ର ତଥା ତାଙ୍କ ପତ୍ନୀ ରିଙ୍କି ମହାପାତ୍ର ଦାୟିତ୍ୱ ତୁଲାଇଥିଲେ । ଏହି ଅବସରରେ କମିଟି ତରଫରୁ ଭଜନ ସଂଧ୍ୟାର ଆୟୋଜନ କରାଯାଇଥିଲା । ବହୁ ସଂଖ୍ୟାରେ ଭକ୍ତ ମାନେ ଯୋଗଦେଇ ଜାଗର ଜାଳିବା ସହ କାର୍ଯ୍ୟକ୍ରମ ପରିଚାଳନାରେ କମିଟିର ଲିଟୁ,ବୁବୁ,ଧୀରେନ, ନୀଳ,କର, ଆଲୋକ, ରାଜା, ସୁନିଲ୍, ସୁରେଶ ପ୍ରମୁଖ ସହଯୋଗ କରିଥିଲେ ।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ 

Related posts

ଜୟପାଟଣା ରେ ଶ୍ରୀରାମ ନବମୀ ଉତ୍ସବ, ବିରାଟ ପଟୁଆର ରେ ଯୋଗଦେଲେ ହଜାର ହଜାର ଶ୍ରଦ୍ଧାଳୁ

Sunil Chandra Nayak

ଜୟପାଟଣାରେ ଚାଲିଛି ରାମ ନବମୀର ମହାପର୍ବ

Sunil Chandra Nayak

ତରାପୁର ଗ୍ରାମରେ ମହାଲକ୍ଷ୍ମୀ ଙ୍କ ମନ୍ଦିର ପ୍ରତିଷ୍ଠା ଉପଲକ୍ଷେ ଶ୍ରୀମଦ୍ ଭଗବତ କଥାର ଦିବ୍ୟ ପ୍ରବଚନ କାର୍ଯକ୍ରମ

Sunil Chandra Nayak

Leave a Comment

error: Content is protected !!