ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

୫ ମ ଏକଲବ୍ୟ ସ୍କୁଲ ଜାତୀୟ ସ୍ତରୀୟ ସାଂସ୍କୃତିକ ଏବଂ ସାହିତ୍ୟିକ ଫେଷ୍ଟ ଏବଂ କଳା ଉତ୍ସବରେ ବହଳଦା ଏକଲବ୍ୟ ମଡେ଼ଲ ସ୍କୁଲ ଛାତ୍ର ରାମଚନ୍ଦ୍ର ହାଁସଦା ପ୍ରଥମ

୫ ମ ଏକଲବ୍ୟ ସ୍କୁଲ ଜାତୀୟ ସ୍ତରୀୟ ସାଂସ୍କୃତିକ ଏବଂ ସାହିତ୍ୟିକ ଫେଷ୍ଟ ଏବଂ କଳା ଉତ୍ସବରେ ବହଳଦା ଏକଲବ୍ୟ ମଡେ଼ଲ ସ୍କୁଲ ଛାତ୍ର ରାମଚନ୍ଦ୍ର ହାଁସଦା ପ୍ରଥମ

 ମୟୂରଭଞ୍ଜ -୧୬/୧୧ ( ମସିହା)- 5th ମ EMRS ଜାତୀୟ ସ୍ତରୀୟ ସାଂସ୍କୃତିକ ଏବଂ ସାହିତ୍ୟିକ ଉତ୍ସବ ଏବଂ କଳା ଉତ୍ସବ 2024 ରେ ଉଲ୍ଲେଖନୀୟ ପ୍ରତିଭା ଏବଂ ନିଷ୍ଠା ପ୍ରଦର୍ଶନ କରି ବହଳଦା ଏକଲବ୍ୟ ମଡେ଼ଲ ସ୍କୁଲର ର ଛାତ୍ର ରାମଚନ୍ଦ୍ର ହାଁସଦା ପ୍ରଥମ ହୋଇଛନ୍ତି ।ଜାତୀୟ ସ୍ତର ରେ ନିଜର ପରିଚୟ ଓ ଓଡ଼ିଶା ତଥା ମୟୂରଭଞ୍ଜ ପାଇଁ ଗୌରବ ଆଣିଛନ୍ତି lଚିତ୍ତାକର୍ଷକ ଜ୍ଞାନ ଏବଂ ଶୀଘ୍ର ଚିନ୍ତାଧାରା ପ୍ରଦର୍ଶନ କରି କୁଇଜ୍ ପ୍ରତିଯୋଗିତାରେ ରାମଚନ୍ଦ୍ର ହାଁସଦା ଜାତୀୟ ସ୍ତର ରେ ପ୍ରଥମ ହୋଇ ମୟୁରଭଞ୍ଜ ଜିଲ୍ଲା ତଥା ଓଡିଶା ପାଇଁ ଗୌରବ ଆଣିଛନ୍ତି l

ଏହି ଛାତ୍ର ଙ୍କ ସଫଳତା ସୃଜନଶୀଳତା କାର୍ଯ୍ୟରେ ଉତ୍କର୍ଷତା ବୃଦ୍ଧି ପାଇଁ ବହଳଦା ଏକଲବ୍ୟ ମଡେ଼ଲ ସ୍କୁଲର ପ୍ରତିବଦ୍ଧତାକୁ ଦର୍ଶାଏ | ଵହଳଦା ଏକଲବ୍ୟ ବିଦ୍ୟାଳୟ ତାଙ୍କର ସଫଳତା ପାଇଁ ଗର୍ବିତ ଏବଂ ଭବିଷ୍ୟତର ସଫଳତା ପାଇଁ କାମନା କରୁଛି l ତାଙ୍କର ସଫଳତା ପାଇଁ ରାଇରଙ୍ଗପୁର ଆଦିବାସୀ ସମନ୍ଵିତ ପ୍ରକଳ୍ପ ପ୍ରସାଶକ ପରିକ୍ଷିତ ଦାସ, ଜିଲ୍ଲା ମଙ୍ଗଳ ଅଧିକାରି ଏବଂ ବିଦ୍ୟାଳୟ ର ପ୍ରିନସିପାଲ ବଳରାମ ବାରିକ ଶୁବେଚ୍ଛା ଜଣାଇବା ସହିତ ବିଦ୍ୟାଳୟ ର ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ଙ୍କ ପ୍ରୟାସ ର ଭୁୟସୀ ପ୍ରଶଂସା କରିଛନ୍ତି l

 ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ଙ୍କ ରିପୋର୍ଟ୍ 

Related posts

ସାଧାରଣତନ୍ତ୍ର ଦିବସରେ ଅମର ଜବାନ ଙ୍କୁ ଅପମାନ !!

masiha

୧- ଛଦେଶ ଅଞ୍ଚଳରେ ବାରମ୍ବାର ଅଘୋଷିତ ବିଦ୍ୟୁତ୍ କାଟ,ବଢୁଛି ଅସନ୍ତୋଷ , ୨- କାମାକ୍ଷାନଗର ରେ ‘ଉଲ୍ଲାସ’ କାର୍ଯ୍ୟକ୍ରମ , ୩- ବିଦ୍ୟୁତ୍ ସ୍ବାଡ୍‌ର ଚଢ଼ଉକୁ ନେଇ ଉତ୍ତେଜନା , ୪- କାମାକ୍ଷାନଗର ମହାବିଦ୍ୟାଳୟ ପକ୍ଷରୁ ସାମ୍ୱାଦିକ ଗୌରବ ଗିରିଶ ନନ୍ଦଙ୍କ ଶ୍ରାଦ୍ଧବାର୍ଷିକୀ ପାଳିତ , ୫-ଢେଙ୍କାନାଳ ସହରରେ ବୋମାମାଡ଼ ଘଟଣା ଦୁଇ ସାହି ମଧ୍ୟରେ ଚାପା ଉତ୍ତେଜନା , ୬- ଶାମାଚରଣପୁର ଓଭରବ୍ରିଜ୍ ବାଡ଼ରେ ପିଟିହୋଇ ବାଇକ ଚାଳକ ମୃତ ,୭- ଆଉ କିଛି ଦିନ ପରେ ଗଣେଶ ପୂଜା ଥିବାରୁ ମୂର୍ତ୍ତି କାରିଗରମାନେ ଗଣେଶ ମୂର୍ତ୍ତି ନିର୍ମାଣରେ ବ୍ୟସ୍ତ , ୮- ସାମ୍ବାଦିକ ଗୌରବ ଗିରୀଶ ଚନ୍ଦ୍ର ନନ୍ଦଙ୍କ ଶ୍ରାଦ୍ଧ ଦିବସ ପାଳିତ 

Sunil Chandra Nayak

ଜିଆରଏସ ଙ୍କ ବଦଳି ହେଲା ପରେ ମଧ୍ୟ ଛାଡିପାରୁନି ପଞ୍ଚାୟତର ମୋହ

Sunil Chandra Nayak

Leave a Comment

error: Content is protected !!