ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

“କମ୍ପାନୀର ମାଲ ଦରିଆ ମେଁ ଡାଲ”

“କମ୍ପାନୀ କା ମାଲ ଦରିଆ ମେଁ ଡାଲ”

ବଡ଼ବିଲ:-ସତରେ ଏମିତି କଣ କମ୍ପାନୀର ପଇସା ଦରିଆରେ ପକା ଯାଏ ? ହେଲେ ନିର୍ଜୀଵ କମ୍ପାନୀର ଉଚ୍ଚକର୍ତ୍ତ୍ତୃପକ୍ଷ ଭାବନ୍ତି ସବୁ ଠିକ ଚାଲିଛି କିନ୍ତୁ କମ୍ପାନୀ ଉଚ୍ଚ ଆସନରେ ବସେଇଥିବା କେଇ ଅଫିସର ଏବଂ ଉଚ୍ଚପଦସ୍ଥ କର୍ମଚାରୀ ଦାୟିତ୍ୱ ନିର୍ଭାହ କରିବା ବଦଳରେ ଭକୁଆ ସାଜି ବସିବା ଭାରି ରୋମାଞ୍ଚକ ଦୃଶ୍ୟ ଦେଖିବାକୁ ପାଆନ୍ତି ସମଗ୍ର ଖଣିବାସୀ।ରାଜ୍ୟର ପ୍ରମୁଖ ଦୁଇ ଜିଲ୍ଲାରେ ଥିବା କମ୍ପାନୀର ଖଣି ଏବଂ ଶିଳ୍ପ କେବଳ ନାମକୁମାତ୍ର ପ୍ରତିଷ୍ଠିତ ଭାରତ’ବର୍ଷରେ ନହେଲେ ଖଣିବାସୀଙ୍କ ମୁହଁରେ କେବଳ ଛି’ଛି ଶୁଣିବାକୁ ମିଳିବା ଘଟଣା କାହାକୁ ଅଛପା ନାହିଁ। ତଥାବି କମ୍ପାନୀ ସେହି ଅଫିସର ଏବଂ କର୍ମଚାରୀ ଆତ୍ମବିଭୋରର କୁପରିଣାମ ଆଜି ଏଭଳି ସ୍ଥିତି ଆଡକୁ ମୁହେଁଲାଣି ବୋଲି ଦେଖିବାକୁ ମିଳେ।ତେବେ ଉକ୍ତ କମ୍ପାନୀର ନିଜସ୍ୱ ଶଙ୍କରା’ଜାତୀୟ ଭୟଙ୍କର କର୍ମଚାରୀର ତେଲମରା’ଚାପୁଲିସ କାର୍ଯ୍ୟକଳାପରେ କମ୍ପାନୀର ମାନ’ଯଶରେ ଶୁଭଙ୍କର ପରିବର୍ତ୍ତେ ଦିନକୁ’ଦିନ କମ୍ପାନୀ ଭିତର ଅସଲ ଭାଣ୍ଡା ଖୋଲି ଭୟଙ୍କର କାରନାମା ଦୃଶ୍ୟମାନ ହୁଏ।ତେବେ ବୃହତ୍ତମ ତଥା ପ୍ରତିଷ୍ଠିତ କମ୍ପାନୀର ମହାଦୁର୍ନୀତି ଶହ’ଶହ କୋଟିର ଅସଲ ଖେଳ, ଏବେ ରାଜ୍ୟରେ ଖୋଲିବା ଆରମ୍ଭ ହୋଇଥିବା ବେଳେ କମ୍ପାନୀ ନିଜର ମୋନରଞ୍ଜନ କାର୍ଯ୍ୟକ୍ରମରେ କେବଳ ଫୋଟ ପ୍ରତିଯୋଗୀତା କରି,ଆଉ କେତେ ଦିନ ଉଚ୍ଚକର୍ତ୍ତ୍ତୃପକ୍ଷଙ୍କୁ ଭୁଆଁ ବୁଲାଇବ ଦେଖିବାକୁ ବାକି ନାହିଁ ବେସି ସମୟ।ତଥାବି ଏତେ ଘଟଣା ଘଟିବା ସୁଦ୍ଧା ସୁକିନ୍ଦାରେ ବଡପଣ୍ଡା ବଡ’ଭକୁଆ ସାଜି ବସିଥିବା ବେଳେ ଯୋଡ଼ାରେ କମ୍ପାନୀର ଅଣଓଡ଼ିଆ କିଛି ବୁଝି’ସୁଝି ନପାରି ତାଠାରୁ ବଡ’ଭକୁଆ ବନି, କମ୍ପାନୀର ମାଲ ଦରିଆ ମେଁ ଡାଲ ପରି କେଇ ଆୟୋଜନରେ ସହମତି ରୁହେ।

ଦେବୀ ଦାସ ସାହୁ ଙ୍କ ରିପୋର୍ଟ୍ 

Related posts

6 year old Odissi Dancer included in India Book of Records.

masiha

ରାଜ୍ୟ ସରକାରଙ୍କ ଅଧିନସ୍ଥ ହୋମିଓ ପାଥି କେନ୍ଦ୍ରର ଅବସ୍ଥା ଯଥା ପୂର୍ଵଂ ତଥା ପରଂ ବ୍ୟବସ୍ଥିତ କରିବା ପାଇଁ ରାଜ୍ୟ ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ନିକଟରେ ଦାବି…

ବିଭିନ୍ନ ସମସ୍ୟା ଘେରରେ ଜର୍ଜରିତ ତରାପଦର ଗାଁ, ରାସ୍ତାଘାଟ ଅଭାବ ଯାତାୟାତା ବାଧାପ୍ରାପ୍ତ, ବିଦ୍ଯୁତ ଆଲୁଅ ସାତସପନ,  ପାନୀୟ ଜଳ ଘୋର ସମସ୍ୟା

Sunil Chandra Nayak

Leave a Comment

error: Content is protected !!