ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବସ୍ତା ପ୍ରେସ କ୍ଳବ ପକ୍ଷରୁ ଜାତୀୟ ପ୍ରେସ ଦିବସ ପାଳନ 

 ବସ୍ତା ପ୍ରେସ କ୍ଳବ ପକ୍ଷରୁ ଜାତୀୟ ପ୍ରେସ ଦିବସ ପାଳନ 

ସ୍ବାଧିନ ଗଣମାଧ୍ଯମ ହେଉଛି ଏକ ଶକ୍ତିଶାଳୀ ଗଣତନ୍ତ୍ରର ଚାରୋଟି ସ୍ତମ୍ଭ ଉପରେ ନିର୍ଭରକରେ । ଆଜିର ସମାଜରେ ସାମ୍ବାଦିକ ମାନଙ୍କ ଭୂମିକା ଗୁରୁତ୍ବପୁର୍ଣ୍ଣ ।ଗଣମାଧ୍ଯମହିଁ ସମାଜର ଦର୍ପଣ ସାଜି ନିରପେକ୍ଷ ସମ୍ବାଦ ପରିବେଷଣକରି ସମାଜରେ ଘଟୁଥିବା ଘଟଣା ଦୂର୍ଘଟଣାକୁ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବା ସହିତ ସର୍ବ ସାଧାରଣରେ ପ୍ରଚାର ପ୍ରସାର କରି ସମାଜକୁ ଆଲୋକିତ କରୁଛନ୍ତି ବୋଲି ଅତିଥିମାନେ ମତବ୍ଯକ୍ତ କରିଛନ୍ତି ।ବସ୍ତା ବ୍ଳକ ବାହାର୍ଦ୍ଦା ପଞ୍ଚାୟତ ଆଜି ସକାଳ ସମୟରେ ପାଳିତ ହୋଇଯାଇଅଛି l ପ୍ରଥମେ ଜଗନ୍ନାଥଙ୍କ ନିକଟରେ ପ୍ରଦୀପ ପ୍ରଜ୍ବଳନ କରି ପ୍ରେସକ୍ଲବର ସଭାପତି ବିଜୟକୁମାର ଭୂୟାଁ ଙ୍କ ସଭା ପତିତ୍ବରେ ଏକ ସଭାର ଆୟୋଜନ ହୋଇଥିଲା।ମୂଖ୍ଯ ଅତିଥିଗଣ ଏହି ଜାତୀୟ ପ୍ରେସଦିବସ ବିଷୟରେ ସାମ୍ବାଦିକଙ୍କ ଭୂମିକା ଗୁରୁତ୍ବ ପୂର୍ଣ୍ଣବୋଲି ଅବିଭାଷଣରେ ବର୍ଣ୍ଣନା କରିଥିଲେ l ଏହି ପ୍ରେସ କ୍ଳବର ସମସ୍ତ ସଦସ୍ୟ ଯୋଗ ଦେଇଥିଲେ ।

ଜଗତ କୁମାର ଗିରି ଙ୍କ ରିପୋର୍ଟ୍ 

Related posts

ଓଡ଼ିଆ ସାହିତ୍ୟରେ ବୌଦ୍ଧ ସଂସ୍କୃତି ପ୍ରଭାବ ଶୀର୍ଷକ ଆଲୋଚନା ଚକ୍ର

Sunil Chandra Nayak

ରଜ ଦୋଳିରେ ମାହୁଲ ହେଲେ ଗ୍ରାମବାସୀ

Sunil Chandra Nayak

ଲାଞ୍ଜିଗଡ଼ ବ୍ଲକ ଯାଦବ ସମିତିର ନୂତନ କର୍ମକର୍ତ୍ତା ରଘୁବୀର ନାଗ ସଭାପତି : ଈଶ୍ୱର ବଗର୍ତ୍ତି ସାଧାରଣ ସଂପାଦକ

Sunil Chandra Nayak

Leave a Comment

error: Content is protected !!