ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଅ’ ସାହିତ୍ୟ ଅନୁଷ୍ଠାନର ବାର୍ଷିକ କବିତା ଆସର

ଅ’ ସାହିତ୍ୟ ଅନୁଷ୍ଠାନର ବାର୍ଷିକ କବିତା ଆସର

କର୍ଲାମୁଣ୍ଡା: କଳାହାଣ୍ଡି ଜିଲ୍ଲାର ଅଗ୍ରଣୀ ସାହିତ୍ୟ ଅନୁଷ୍ଠାନ ଅ’ ସାହିତ୍ୟ ଓ ସାଂସ୍କୃତିକ ଅନୁଷ୍ଠାନ ତରଫରୁ ବାର୍ଷିକ କବିତା ଲିଖନ ପ୍ରତିଯୋଗିତା ବୁଧବାର ଅନୁଷ୍ଠିତ ହୋଇଯାଇଛି l ଅନ୍ ଲାଇନ୍ କବିତା ଲିଖନ ପ୍ରତିଯୋଗିତାର ଶୀର୍ଷକ ‘ଜହ୍ନ’ କୁ ନେଇ କବି କବୟିତ୍ରୀ ମାନେ କବିତା ଲିଖନ କରିଥିଲେ l ପ୍ରଥମେ ଅ’ ସାହିତ୍ୟ ଓ ସାଂସ୍କୃତିକ ଅନୁଷ୍ଠାନ ର ମୁଖ୍ୟ ସମ୍ପାଦକ ତପନ କୁମାର ସାହୁ ସମସ୍ତଙ୍କୁ ସ୍ଵାଗତ ଜଣାଇଥିଲେ l ଉକ୍ତ କବିତା ଲିଖନ ପ୍ରତିଯୋଗିତାରେ ବିଭିନ୍ନ ଜିଲ୍ଲାର ଶତାଧିକ କବି କବୟିତ୍ରୀ ଅଂଶ ଗ୍ରହଣ କରିଥିଲେ l କବିତା ଲିଖନ ପ୍ରତିଯୋଗିତାରେ ଅ’ ସାହିତ୍ୟ ଓ ସାଂସ୍କୃତିକ ଅନୁଷ୍ଠାନର ପ୍ରତିଷ୍ଠାତା ନରେଶ କୁମାର ସାହୁ, ସମ୍ପାଦକ ବିଶ୍ୱନାଥ ସାହୁ, କାହ୍ନୁ ଚରଣ ସାହୁ, କବି ସୁଶାନ୍ତ ରଣା ପ୍ରମୁଖ ସହଯୋଗ କରିଥିଲେ l

କର୍ଲାମୁଣ୍ଡାରୁ ସୁଶାନ୍ତ ରଣାଙ୍କ ରିପୋର୍ଟ, ମସୀହା

Related posts

ବୋକ୍ରାସିଲ ଗ୍ରାମ ପଞ୍ଚାୟତ ଗଠନ ସମିତି ର ଦାବୀ: ବୋକ୍ରାସିଲ କୁ ନୂତନ ଗ୍ରାମ ପଞ୍ଚାୟତ ଗଠନ କରାଯାଉ

Sunil Chandra Nayak

ବେକରେ ଦଉଡି ବାନ୍ଧି ବୃଦ୍ଧଙ୍କ ଆତ୍ମହତ୍ୟା

Sunil Chandra Nayak

ଉତ୍କଳଗୌରବ ମଧୁସୂଦନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ସାମାଜିକ କାର୍ଯ୍ୟକ୍ରମ 

masiha

Leave a Comment

error: Content is protected !!