ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବାଲୁକା କଳା ରେ ବିଶ୍ଵ ମହିଳା ଦିବସ

ବାଲୁକା କଳା ରେ ବିଶ୍ଵ ମହିଳା ଦିବସ

କର୍ଲାମୁଣ୍ଡା: ବିଶ୍ଵ ମହିଳା ଦିବସ ଉପଲକ୍ଷେ କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ଅନ୍ତର୍ଗତ ଗଜବାହାଲ ପଂଚାୟତ ଅନ୍ତର୍ଗତ ଡଙ୍ଗରମୁଣ୍ଡା ଗ୍ରାମର ଅନ୍ତର୍ଜାତିକ ବାଲୁକା ଶିଳ୍ପୀ ଓମ୍ ପ୍ରକାଶ ସାହୁ ବାଲୁକା ରେ ମହିଳା ଦିବସ ର ଚିତ୍ର ପ୍ରସ୍ତୁତ କରି ସମଗ୍ର ମାତୃ ସମାଜ କୁ ଅଭିନନ୍ଦନ ଜଣାଇଛନ୍ତି l ଶ୍ରୀ ସାହୁ ବିଭିନ୍ନ ସମୟରେ ଜାତୀୟ ଅନ୍ତର୍ଜାତୀୟ ସ୍ତରରେ ବାଲୁକା କଳା ପ୍ରଦର୍ଶନ କରି ବେଶ ଖ୍ୟାତି ଲାଭ କରିଛନ୍ତି l

କର୍ଲାମୁଣ୍ଡାରୁ ସୁଶାନ୍ତ ରଣାଙ୍କ ରିପୋର୍ଟ, ମସୀହା

Related posts

ଜିଲ୍ଲାସ୍ତରୀୟ ସୁଶାସନ ଦିବସ-୨୦୨୪ ପାଳିତ 

masiha

ଜ୍ଞାନଜ୍ୟୋତି ସ୍କୁଲରେ ଶିକ୍ଷକ ପ୍ରଶିକ୍ଷଣ କର୍ମଶାଳା 

Sunil Chandra Nayak

ଦ୍ବାଦଶ ଦିନରେ ପହଞ୍ଚିଲା ଗଣଧାରଣା , ଧର୍ମଗଡ ଉପଖଣ୍ଡ କୁ “ଧର୍ମଗଡ ଜିଲ୍ଲା” ଗଠନ ଦାବୀ

masiha

Leave a Comment

error: Content is protected !!