ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କାଳବୈଶାଖୀ ରେ ଉଡିଲା ଘର ଛପର 

କାଳବୈଶାଖୀ ରେ ଉଡିଲା ଘର ଛପର 

ଡାବୁଗାଁ, ୬/୬ (ମ.ନି.ସ.)- ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକ ରେ ବୁଧବାର ସନ୍ଧ୍ୟାରେ ହୋଇଥିବା କାଳ ବୈଶାଖୀ ପ୍ରଭାରେ ଉଡିଲା ଘର ଛପର | ସୂଚନାଯୋଗ୍ୟ:- ଡାବୁଗାଁ ବ୍ଲକ ଅଧୀନ ମେଦନା ପଞ୍ଚାୟତ ଅଧୀନ ପୂଜାରିଗୁଡା ଗ୍ରାମର ବଳଦେବ ଭତ୍ରା ଓ ହିରନ ଭତ୍ରା ଙ୍କ ଘରର ଆଜିବେଷ୍ଟ ଉଡାଇ ନେଇଛି | କୋଇଲାରି ପଞ୍ଚାୟତ ଅଧୀନ ଝାଲିଆଗୁଡା ଗ୍ରାମର କୃଷ୍ଣଚନ୍ଦ୍ର ଭତ୍ରା ଙ୍କ କୁକୁଡା ଫାର୍ମ ଘରର ଆଜିବେଷ୍ଟ ସଂପୂର୍ଣ୍ଣ ଉଡିଯାଇଛି | ଘର ଭିତରେ ଥିବା ୫୦୦ ଟି ବ୍ରୟଲର କୁକୁଡା ମଧ୍ୟରୁ ପ୍ରାୟ ୨୪୦ ଟି କୁକୁଡା ମରିଯାଇଛି |

ଡାବୁଗାଁରୁ ପ୍ରଜ୍ଞାରଞ୍ଜନ ପରିଡାଙ୍କ ରିପୋର୍ଟ

Related posts

ଦାଦନ ରାଇଜର କରୁଣ କାହାଣୀ   ଭଉଣୀ ହାତରେ ପରିବାର ବୋଝ  ପହଞ୍ଚି ପାରୁନି ସରକାରୀ ସହାୟତା 

masiha

ଆମ ପୁଲିସ ର ବୈଠକ 

Sunil Chandra Nayak

କାର କୁ ବଞ୍ଚାଇବାକୁ ଯାଇ ଯାତ୍ରୀବାହୀ ବସ ଦୁର୍ଘଟଣା : ଅଳ୍ପକେ ବର୍ତିଲେ ୪୦ ରୁ ଉର୍ଦ୍ଧ ଯାତ୍ରୀ 

Sunil Chandra Nayak

Leave a Comment

error: Content is protected !!