ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଦ ମିରର ସୋସିଆଲ ଫାଉଣ୍ଡେସନର ସାମାଜିକ କାର୍ଯ୍ୟକ୍ରମ

ଦ ମିରର ସୋସିଆଲ ଫାଉଣ୍ଡେସନର ସାମାଜିକ କାର୍ଯ୍ୟକ୍ରମ

ରାଉରକେଲା : ସାମାଜିକ ଅନୁଷ୍ଠାନ ଦି ମିରର ଫାଉଣ୍ଡେସନ ତରଫ ରୁ ସେକ୍ଟର ୮ ରେ ଥିବା ଅନାଥାଶ୍ରମ ଆଶାର ଆଲୋକ ଠାରେ ଅନ୍ତେବାସୀ ମାନଙ୍କୁ ଜଳଖିଆ,ଖାଦ୍ଯ,ବସ୍ତ୍ର ଓ ୱକର ( ଚାଲିବା ପାଇଁ ଅବଲମ୍ବନ) ଆଦି ବଣ୍ଟନ କରାଯାଇଥିଲା। ସାମାଜିକ ପ୍ରତିବଦ୍ଧତା କୁ ଗୁରୁତ୍ବ ଦେଉଥିବା ଦି ମିରର ଫାଉଣ୍ଡେସନ ର ଅଧ୍ୟକ୍ଷ ବିଶ୍ବଜିତ ରାଉତ ଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଅନୁଷ୍ଠାନର ସୁଇଟି ସାହୁ , ବିନୟ ,ବିସ୍ମୟ ପ୍ରଧାନ, ମହେଶ୍ବର ପାତ୍ର, ଅମ୍ବିକା ମହାନ୍ତି ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ । ଏହା ସହ ଅନ୍ତେବାସୀଙ୍କ ସହ ସୁଖଦୁଃଖ ହେବା ସହ କିଛି ସମୟ ବିତାଇଥିଲେ। କାର୍ଯ୍ୟକ୍ରମ ର ସଫଳ ରୂପାୟନ ପାଇଁ ଅଧ୍ୟକ୍ଷ ଶ୍ରୀ ରାଉତ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ଡାବୁଗାଁ ରେ ମାଁ ଗଜଲକ୍ଷ୍ମୀଙ୍କ ଭସାଣି ଉତ୍ସବ 

Sunil Chandra Nayak

ରାଇରଙ୍ଗପୁରରେ ମା’ ଶାରଦା ସେବାସଂଘର ୨୯ ତମ ବାର୍ଷିକୋତ୍ସବ

Sunil Chandra Nayak

ଜାରିଙ୍ଗ ନବମ ଆଇ ଆର ବି ପରିସରରେ ୮୯ ତମ ପୋଲିସ୍ ପ୍ରତିଷ୍ଠା ଦିବସ ପାଳିତ 

masiha

Leave a Comment

error: Content is protected !!