ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପରବ ୨୦୨୬ ଉପଲକ୍ଷେ ପ୍ରସ୍ତୁତି ବୈଠିକ 

ପରବ ୨୦୨୬ ଉପଲକ୍ଷେ ପ୍ରସ୍ତୁତି ବୈଠିକ 

ବନ୍ଧୁଗାଁ ତା, ୧୦/୧୧/୨୬, ବନ୍ଧୁଗାଁ ବ୍ଲକର ଅସ୍ଵଲ ଭଵନ ବୈଠିକ ଗୃହଠାରେ ଆଜି ବ୍ଲକ ବିଡିଓ ଶ୍ରୀ ଅସିତ କୁମାର ମହାନ୍ତି ଙ୍କ ଆୟୋଜନ ଦ୍ୱାରା ବ୍ଲକର ସମସ୍ତ ବିବାଗୋର ଅଧିକାରିଙ୍କୁ ନେଇ ୨୦୨୬ ପରବ ଉପଲକ୍ଷେ ପ୍ରସ୍ତୁତି ବୈଠକ ହୋଇଥିଲା I ଏଥିରେ ମୁଖ୍ୟ ଅତିଥି ଭାବରେ ବ୍ଲକ ଅଧ୍ୟକ୍ଷା ସୁଶ୍ରୀ ଲଷ୍ମୀ ମିଣ୍ୟାକା ଉପସ୍ଥିତ ରହି ଆଜିର ବୈଠକକୁ ଆଲୋଚନା କରିବା ପାଇଁ ଆଗକୁ ନେଇଥିଲେ I ଏଥିରେ ମୁଖ୍ୟ ଥିଲା କୋରାପୁଟ ଜିଲ୍ଲାରେ ଗତ ୨୦୦୯ ମସିହାରୁ ଆରମ୍ଭ କରି ଲୁକାୟୋତ ଭାବରେ ରହିଥିବା ପାରମ୍ଫାରିକ କ୍ରୀଡା ଓ ନୃତ୍ୟ, ଦେଶିଆ ଗୀତ ଓ କୋରାପୁଟିଆ ଢେମଶା ନାଚ ଓ ଗୀତ ଓ ଅନ୍ୟାନ୍ୟ ଗୁଡିକ ଲୁକାୟୋତ ଭାବରେ ରହିଥିବା ପ୍ରତିଭା କୁ ଲୋକ ଲଚନକୁ ଆଣିବା ପାଇଁ ଏହି କାର୍ଯ୍ୟକ୍ରମ ଗୁଡିକୁ ନେଇ ରୀତିନୀତି ଅନୁଯାଇ ଚାଲି ଆସିଥିବା କାର୍ଯ୍ୟକ୍ରମକୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଥିଲା I ଆଜିର ବୈଠକରେ ଆସନ୍ତା ୧୫ ତାରିଖ ଦିନରେ କୋରାପୁଟ ଜିଲ୍ଲାର କୋଟପାଡ଼ ନିର୍ବାଚନ ମଣ୍ଡଳିର କୁନ୍ଦ୍ରା ବ୍ଲକର ବାଗଡେରୀ ଗ୍ରାମ ଠାରୁ ପରବ ୨୦୨୬ ମସିହା ଉପଲକ୍ଷେ ପରବ ମସାଲ ଯାତ୍ରାର ଶୁଭାରମ୍ଭ ହୋଉଅଛି ଏଥିରେ କୋରାପୁଟ ଜିଲ୍ଲାର ୧୪ ଗୋଟି ବ୍ଲକର ସମସ୍ତ ସରକାରୀ ଓ ବେଶରକାରୀ ଓ ରାଜନୀତି ଙ୍କ ଉପସ୍ଥିରେ ଏକ ବଡ଼ ଧରଣ ଭାବରେ ଶୋଭଯାତରା କୋରାଯାଉଅଛି ଏଠାରେ କୋରାପୁଟ ଜିଲ୍ଲାର ଜିଲ୍ଲାପାଳ, ଉପ ଜିଲ୍ଲାପାଳ, ଅତିରିକ୍ତ ଜିଲ୍ଲାପାଳ, ଓ ଓ ଜିଲ୍ଲାର ସମସ୍ତ ବିଭାଗର ସରକାରୀ କର୍ମଚାରି ଓ ୫ ଟି ନିର୍ବାଚନ ମଣ୍ଡଳିର ସମସ୍ତ ବିଧାୟକ ଓ କୋରାପୁଟ ଜିଲ୍ଲାର ସାଂସଦ ଓ ବହୁ ପ୍ରତିନିଧି ଗଣ ଙ୍କୁ ନେଇ ଜିଲ୍ଲାର ୧୪ ଟି ବ୍ଲକରୁ ଆସିଥିବା ଅଧିକାରୀଣ ଗଣଙ୍କୁ ନେଇ ଏହିଠାରୁ ମସାଲ ନେଇକି ନିଜ ନିଜ ବ୍ଲକକୁ ନେଇ ନଭେମ୍ବର ୧୬ ରୁ ଠାରୁ ଆରମ୍ଭ ହୋଇ ୨୩ ରେ ଶେଷ ହବାକୁ ଥିବା ସହ ବ୍ଲକ ମାନଙ୍କର ପ୍ରତ୍ୟକ ପଞ୍ଚାୟତ ର ପଞ୍ଚାୟତ ସ୍ତରୀୟ ଓ ୨୮ ନଭେମ୍ବର ରୁ ଆରମ୍ଭ ହୋଇ ଡିସେମ୍ବର ୪ ତାରିଖ ପର୍ଯ୍ୟନ୍ତ ବ୍ଲକ ସ୍ତରିୟ କାର୍ଯ୍ୟକ୍ରମ କୋରାଯିବ ଓ ଡିସେମ୍ବର ୧୮ ରୁ ୨୨ ତାରିଖ ପର୍ଯ୍ୟନ୍ତ ହବାକୁ ଥିବା ଜିଲ୍ଲା ସ୍ତରୀୟ ପରବ ମହୋତ୍ସଵ ପାଳନ କୋରାଯିବା ପାଇଁ ଆଜିର ବୈଠକରେ ଆଲୋଚନା ହୋଇଥିଲା I ଆଜିର ବୈଠକରେ ବ୍ଲକର ବିଜେଡି ସଭାପତି ଦୁର୍ଯ୍ୟ ନାଗ, କଂଗ୍ରେସ ସଭାପତି ଡ଼ି.ଏଙ୍କାଟି,ସାଂସଦ ପ୍ରତିନିଧି ଲୋଖଣ ଖସଲା, ବନ୍ଧୁଗାଁ ଥାନା ଅଧିକାରୀ ଶ୍ରୀ ସିନ୍ଧୁ ସାରକା, ତହସିଲଦାର ଶ୍ରୀମତି ସନାଲି ପାତ୍ର,ଶିଶୁ ବିକାଶ ଅଧିକାରୀ ଶ୍ରୀମତି ଗୀତାଞ୍ଜଲି ମହାରଣା,ବ୍ଲକର ଏଇଇ ଶ୍ରୀ ସୌରବ ନାୟକ, ଏଇ ଶ୍ରୀ ମହେଶ୍ଵର ପାତ୍ର, ଓ ଦୁଇଜଣ କନିଷ୍ଟ ଯନ୍ତ୍ରୀ,ସମସ୍ତ ପଞ୍ଚାୟତ ର ନିର୍ବାହୀ ଆଧିକାରୀ, ସମସ୍ତ ସୋରପଞ୍ଚ, ଓ ସମିତି ସଭ୍ୟ/ସଭ୍ୟା, ବ୍ଲକର ସମସ୍ତ ବିଭାଗର ଅଧିକାରୀ ଓ ବନ୍ଧୁଗାଁ ବ୍ଲକର ସମସ୍ତ ଇଲକଟ୍ରନିକ,ଛପା ଦୈନିକ ଖବର କାଗଜ ଗଣ ପ୍ରତିନିଧି ଓ ଅନ୍ୟାନ୍ୟ ରାଜନେତା ଗଣ ଉପସ୍ଥିତ ରହିଥିଲେ I 

 ସଞ୍ଜିବ କୁମାର ବାଙ୍ଗାରୀ ରିପୋର୍ଟରI

Related posts

ହାତୀ ଆକ୍ରମଣ ପୀଡିତ ପରିବାରକୁ ଧମକ। ବଙ୍ଗୋମୁଣ୍ଡା ରେଞ୍ଜ ଅଧିକାରୀଙ୍କ ବିରୁଦ୍ଧରେ ଅଭିଯୋଗ 

Sunil Chandra Nayak

ବାପା ଙ୍କ ଶ୍ରାଦ୍ଧବାର୍ଷିକୀ ରେ ପୁଅ ର ଅଙ୍ଗଦାନ 

masiha

ବିଧାୟକଙ୍କ ଦ୍ଵାରା ସେତୁ ଭିତି ପ୍ରସ୍ତର ସ୍ଥାପନ

Sunil Chandra Nayak

Leave a Comment

error: Content is protected !!