ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବାପା ଙ୍କ ଶ୍ରାଦ୍ଧବାର୍ଷିକୀ ରେ ପୁଅ ର ଅଙ୍ଗଦାନ 

ବାପା ଙ୍କ ଶ୍ରାଦ୍ଧବାର୍ଷିକୀ ରେ ପୁଅ ର ଅଙ୍ଗଦାନ 

କଟକ :-ବାଲିଡିହ ନରସିଂହପୁର ର ଯୁବ ସମାଜସେବୀ ବିପଦର ବନ୍ଧୁ ବିବେକାନନ୍ଦ ନାମରେ ସାରା ଓଡିଶା ରେ ପରିଚିତ!ତାଙ୍କ ବାପା ଙ୍କ ୧୦ମ ଶ୍ରାଦ୍ଧ ବାର୍ଷିକ ଅବସରରେ ନିଜର ସବୁ ଅଙ୍ଗ ସମାଜ ଅଫିସ ରେ ଡାକ୍ତର ପ୍ରଭାସ ଆଚାର୍ଯ୍ୟ ସାର ଙ୍କ ମାଧ୍ୟମରେ ସମାଜ ପାଇଁ ଉତ୍ସର୍ଗୀକୃତ କରିଛନ୍ତି | ଅଙ୍ଗଦାନ କରିବାର ମୁଖ୍ୟ ଉଦ୍ଦେଶ୍ୟ କାରଣ ବାପା ମଧ୍ୟ କିଡ଼ନୀ ରୋଗ ରେ ମୃତ୍ୟୁବରଣ କରିଥିଲେ ସେ ସମୟ ରେ ହୁଏତ କେହି ଅଙ୍ଗଦାନ କରିଥିଲେ ଆଜି ବାପା ମୋ ପାଖରେ ରହିଥାନ୍ତେ ସେଥିପାଇଁ ସମାଜରେ କେହିବି ଯେମିତି ନିଜ ଜ୍ଞାତିକୁଟୁମ୍ବ ଙ୍କୁ ଗୋଟେ ଅଙ୍ଗ ପାଇଁ ସବୁଦିନ ପାଇଁ ହରେଇ ନ ଦିଅନ୍ତୁ |ବିବେକାନନ୍ଦ ଜୀବନ୍ତ ସମୟରେ ବିଭିନ୍ନ କ୍ଷେତ୍ର ରେ ସାମାଜିକ ସେବା ଯଥା ଶିକ୍ଷା ସ୍ୱାସ୍ଥ୍ୟ, ପରିବେଶ, ରକ୍ତଦାନ,ବନ୍ୟା ବାତ୍ୟା ଓ ବିଭିନ୍ନ ଜରୁରୀକାଳୀନ ସମୟ ରେ ନିଜକୁ ସମର୍ପଣ କରିଦେଇଛିଏବଂ ମୃତ୍ୟୁ ପରେ ମଧ୍ୟ ମୁଁ ସମାଜପାଇଁ ସମର୍ପିତ ମୋର ବିଭିନ୍ନ ଅଙ୍ଗ ରେ ଆଉ କେହିଜଣେ ଦୁନିଆକୁ ଦେଖିବ ଏହାହିଁ ମୋର ମୂଳଲକ୍ଷ୍ୟ, ତେଣୁ ସାମାଜିକ ଗଣମାଧ୍ୟମ ଦ୍ୱାରା ସମସ୍ତ ଙ୍କୁ ନିବେଦନ ଯଦି କୌଣସି ସମୟ ରେ ମୋର କୌଣସି ପ୍ରକାର ରେ ମୃତ୍ୟୁ ହୁଏ ତୁରନ୍ତ ମୋ ମରଶରୀର କୁ ଡାକ୍ତରଖାନା ରେ ପହଞ୍ଚେଇ ମୋ ଅଙ୍ଗ କୁ ଅନ୍ୟ କାହାଠାରେ ପ୍ରତିରୋପଣ କରିବାରେ ଭାଗିଦାର କରିବା ପାଇଁ ନିବେଦନ କରିଛନ୍ତି।

ପ୍ରତିନିଧି ସମୀର କୁମାର ପ୍ରଧାନ ଙ୍କ ରିପୋର୍ଟ ମସିହା ନିୟୁଜ!

Related posts

ପୁଣି ଜଣେ ଦାଦନ ଶ୍ରମିକଙ୍କ ମୃତ୍ୟୁ, ଶବ ପଠାଇବାକୁ ଗୁହାରି କଲେ ପରିବାର

Sunil Chandra Nayak

ଉତ୍କେଲା ରେ ସମବାୟ ବ୍ୟାଙ୍କି ସେବା ଓ ରୁଣ କର୍ମଶାଳା

Sunil Chandra Nayak

ଧୁମାଭଟା ଗ୍ରା.ପ ହଟକଟ ଗ୍ରାମରେ ମଟରଚଣା ବଣ୍ଟନ 

masiha

Leave a Comment

error: Content is protected !!