ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଝାରକୁଣ୍ଡାମାଲ ଗାଁ ରେ ବରହା ଆକ୍ରମଣ ରେ ବୃଦ୍ଧ ଗୁରୁତର

ଝାରକୁଣ୍ଡାମାଲ ଗାଁ ରେ ବରହା ଆକ୍ରମଣ ରେ ବୃଦ୍ଧ ଗୁରୁତର

କଳାହାଣ୍ଡି ଜିଲ୍ଲା କୋକସରା ଥାନା ଝାରକୁଣ୍ଡାମାଳ ଗ୍ରାମ ରେ ବରହା ଆକ୍ରମଣ ରେ ଜଣେ ବୃଦ୍ଧ ଗୁରୁତର ହୋଇଛନ୍ତି। ଗୁରୁତର ବୃଦ୍ଧ ଜଣକ ହେଲେ ଝାର କୁଣ୍ଡାମାଲ ଗାଁ ର ଘାସିରାମ ସୁନାନୀ ବୋଲି ଜଣା ପଡିଛି। ଶନିବାର ସକାଳୁ ସେ ଗାଁ ନିକଟରେ ଥିବା ନିଜ ଚାଷଜମି କୁ ଯାଉଥିବା ବେଳେ ହଠାତ ଅତର୍କିତ ଭାବେ ଏକ ବରହା ଆକ୍ରମଣ କରିଥିଲେ। ବୃଦ୍ଧ ଙ୍କ ଚିତ୍କାର ଶୁଣି କିଛି ଲୋକେ ଆସି ବରହା ହାବୁଡ଼ ରୁ ବୃଦ୍ଧ ଙ୍କୁ ଉଦ୍ଧାର କରିଥିଲେ,ପରେ ପରିବାର ଲୋକେ ୧୦୮ ଆମ୍ବୁଲାନ୍ସ ରେ ଧର୍ମଗଡ ଡାକ୍ତରଖାନାରେ ଭର୍ତ୍ତି କରି ପ୍ରାଥମିକ ଚିକିତ୍ସା କରିଥିଲେ।

ଢଗ ନାଏକ ଙ୍କ ରିପୋର୍ଟ୍ 

Related posts

ରାଜ୍ୟ ସରକାରଙ୍କ ଵଜେଟ ସାଧାରଣ ଜନତାଙ୍କ ବଜେଟ: ପର୍ଶୁରାମ ମାଝୀ 

masiha

ଉଲ୍ଲେଖନୀୟ  ସେବା ପାଇଁ  ପିଇଓ ଅଲେଖ ସା ଙ୍କୁ କଳାହାଣ୍ଡି ଉତ୍ସବରେ ମାନପତ୍ର ପ୍ରଦାନ

Sunil Chandra Nayak

କଳାହାଣ୍ଡି ର ପଞ୍ଚମ ଜିଲ୍ଲା ଦକ୍ଷତା ପରିଷଦ ବୈଠକ ଅନୁଷ୍ଠିତ

masiha

Leave a Comment

error: Content is protected !!