ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜାମଦା ବ୍ଲକର କଇଁପୁର ଗ୍ରାମର ୭ ବର୍ଷ ହେଲା ସରକାରୀ କୋଠାଘର ପରିତ୍ୟକ୍ତ ଅବସ୍ଥାରେ ପଡ଼ିଛି ; ନିଶାଡିଙ୍କୁ ସୁହାଉଛି ଘର;ସରକାରୀ କାମରେ ଲାଗୁନି ଘର

ଜାମଦା ବ୍ଲକର କଇଁପୁର ଗ୍ରାମର ୭ ବର୍ଷ ହେଲା ସରକାରୀ କୋଠାଘର ପରିତ୍ୟକ୍ତ ଅବସ୍ଥାରେ ପଡ଼ିଛି ; ନିଶାଡିଙ୍କୁ ସୁହାଉଛି ଘର;ସରକାରୀ କାମରେ ଲାଗୁନି ଘର

ମୟୂରଭଂଜ-୨୩/୦୮ — ଆଦିବାସୀ ଅଧ୍ୟୁଷିତ ମୟୂରଭଞ୍ଜ ଜିଲ୍ଲା ଜାମଦା ବ୍ଲକ ରେ ଭୂତକୋଠି ପାଲଟିଛି ଆର.ଡ଼ି ବିଭାଗର ଘର |ଦୀର୍ଘ ସାତ ବର୍ଷରୁ ଅଧିକ ହେଲାଣି ଉକ୍ତ ବ୍ଲକ ଅନ୍ତର୍ଗତ କଇଁପୁର ଗ୍ରାମରେ ତିଆରି ହୋଇଛି |ନା ଅଛି ଅଫିସ ଫଳକ, ନା ସେଥିରେ କୌଣସି ଅଧିକାରୀ ଅଛନ୍ତି |ଘଞ୍ଚରେ ପରିପୂର୍ଣ୍ଣ |ବର୍ତ୍ତମାନ ଏହା ଚୋର ଏବଂ ନିଶା ସେବନକାରି ଙ୍କ ଆଡ୍ଡାସ୍ଥଳୀ ପାଲଟିଛି ବୋଲି ସୂଚନା ମିଳିଛି |ଉକ୍ତ ଘର ଠାରୁ ପ୍ରାୟ ୧୦୦ ମିଟର ଦୂରରେ ଏକ ମହାବିଦ୍ୟାଳୟ ମଧ୍ୟ ଅଛି,ପ୍ରତ୍ୟେକ ଦିନ ଉକ୍ତ ରାସ୍ତା ଦେଇ ବହୁ ସଂଖ୍ୟାରେ କଲେଜ ଝିଅ ଏବଂ ମହିଳା ମାନେ ଯିବା ଆସିବା କରିବା ଦ୍ଵାରା ବିପଦ ସୃଷ୍ଟି କରୁଛି |

ମୟୂରଭଂଜ ରୁ ଅକ୍ଷୟ ବିଶ୍ଵାଳ ମସିହା ନିଉଜ

Related posts

ବ୍ଲକ ସ୍ତରୀୟ କିଶୋରୀ ବାଳିକା ଦକ୍ଷତା ପ୍ରତିଯୋଗିତା କାର୍ଯ୍ୟକ୍ରମ ଅନୁଷ୍ଠିତ

Sunil Chandra Nayak

ଶିଶୁ ମନ୍ଦିରର ବାର୍ଷିକ କ୍ରୀଡା ପ୍ରତିଯୋଗିତା

masiha

କୂଅରେ ବୁଡି ବୃଦ୍ଧଙ୍କର ମୃତ୍ୟୁ

masiha

Leave a Comment

error: Content is protected !!