ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପୂର୍ବତନ ଅଧ୍ୟକ୍ଷ ବ୍ରଜେନ୍ଦ୍ର ପଟ୍ଟଯୋଷୀଙ୍କ ପତ୍ନୀ ବିୟୋଗ

ପୂର୍ବତନ ଅଧ୍ୟକ୍ଷ ବ୍ରଜେନ୍ଦ୍ର ପଟ୍ଟଯୋଷୀଙ୍କ ପତ୍ନୀ ବିୟୋଗ

ଜୟପାଟଣା ର ପୂର୍ବତନ ବ୍ଲକ ଅଧ୍ୟକ୍ଷ ବଜେନ୍ଦ୍ର ପଟ୍ଟଯୋଷୀ ଧର୍ମପତ୍ନୀ ପଦ୍ମାଳୟା ପଟ୍ଟଯୋଶୀ ଙ୍କ ପରଲୋକ ହୋଇ ଯାଇଛି।ସ୍ୱର୍ଗତ ଶ୍ରୀମତୀ ପଟ୍ଟଯୋଷୀ ଜଣେ ଧର୍ମ ପରାୟଣା ମହିଳା ଥିବା ବେଳେ ମନ୍ଦିର ପରିଚାଳନା ଓ ବିଭିନ୍ନ ଯାଗ ଯଜ୍ଞ ପ୍ରତ୍ୟକ୍ଷ ଅଂଶ ଗ୍ରହଣ କରି ମାତୃଶକ୍ତିର ଆଧ୍ୟାତ୍ମିକ ବିକାଶ ପାଇଁ ଉଦ୍ୟମ ଜାରି ରଖିଥିଲେ । ଏହି ମହିୟସୀ ମହିଳାଙ୍କ ମୃତ୍ୟୁ ଖବର ରାଷ୍ଟ୍ର ହେବା ପରେ ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଥିଲା । ତାଙ୍କରି ରେଙ୍ଗାଲପାଲି ସ୍ଥିତ ବାସ ଭବନରେ ମର ଶରୀରର ଅନ୍ତିମ ଦର୍ଶନ ପାଇଁ ଶହ ଶହ ଜନତା ଅପେକ୍ଷା କରି ରହିଥିଲେ । ରୀତି ନୀତି ଅନୁଯାୟୀ ଆଜି ମାର୍ଗଶିର ପ୍ରଥମ ଗୁରୁବାର ସକାଳୁ ଆତ୍ମୀୟ ସଂପର୍କୀୟ ଙ୍କ ଗହଣରେ ତାଙ୍କର ଅନ୍ତିମ ସଂସ୍କାର କରାଯାଇଥିଲା।

ବିଦ୍ୟାଧର ସାହୁଙ୍କ ରିପୋର୍ଟ….

Related posts

ବ୍ଲକ ସ୍ତରୀୟ ଜନଶୁଣାଣି ଶିବିର 

masiha

କେବଳ ଶୌଚାଳୟ ନିର୍ମାଣ କରି ୧୦ ଲକ୍ଷ ହଡପ ଖବର ପ୍ରକାଶ ସମ୍ପୁର୍ଣ୍ଣ ମିଥ୍ୟା – ଚେୟାରମେନ

Sunil Chandra Nayak

୫ ଦଫା ଦାବିନେଇ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ନିକଟରେ ଧାରଣା ରେ ବସିଲେ ଉପଖଣ୍ଡିୟ ୱାର୍ଡ ସଭ୍ୟ ସଭ୍ୟା 

masiha

Leave a Comment

error: Content is protected !!