ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବିପଦର ବଂଧୁ ସେବା ସଙ୍ଗଠନ ତରଫରୁ ସହାୟତା ପ୍ରଦାନ 

ବିପଦର ବଂଧୁ ସେବା ସଙ୍ଗଠନ ତରଫରୁ ସହାୟତା ପ୍ରଦାନ 

କଟକ : କଟକ ସଦର କିଶୋରନଗରସ୍ଥ ଅଗ୍ରଣୀ ସାମାଜିକ ସଙ୍ଗଠନ ବିପଦର ବଂଧୁ ସେବା ସଙ୍ଗଠନ ପକ୍ଷରୁ ସହାୟତା ପ୍ରଦାନ କରାଯାଇଛି । ସଙ୍ଗଠନର ସଭାପତି ଭୈରବ ଚନ୍ଦ୍ର ସେଠୀ ଓ ସମ୍ପାଦକଙ୍କ ତତ୍ତ୍ଵାବଧାନରେ ସ୍ବାମୀ ଅଦ୍ଵୈତା ନନ୍ଦ ଜୀ,ଉମେଶ ପାଢ଼ୀ,ନାରାୟଣ ଦାଶ,ନୃସିଂହ ଦାସ,ଜ୍ୟୋତି ପ୍ରକାଶ ମହାନ୍ତି ସଦସ୍ୟ ପ୍ରମୁଖ ମଲ୍ଲିପୁର ଗ୍ରାମର ଅସହାୟ ବିଧବା ବୃଦ୍ଧା ଜ୍ୟୋସ୍ନା ରାଣୀ ମହାନ୍ତିଙ୍କ ବାସଭବନରେ ପହଞ୍ଚି ରାସନ ସାମଗ୍ରୀ,ଶୁଖିଲା ଖାଦ୍ୟ ପଦାର୍ଥ,ନୂତନ ବସ୍ତ୍ର ଓ ଆର୍ଥିକ ସହାୟତା ପ୍ରଦାନ କରିଥିଲେ । ସଂଗଠନର ଏପରି ମାନବୀୟ କାର୍ଯ୍ୟକୁ ସାଧାରଣରେ ଉଚ୍ଚ ପ୍ରଶଂସା କରାଯାଇଛି ।

ଶ୍ରୀକାନ୍ତ ବେଉରା ଙ୍କ ରିପୋର୍ଟ୍ 

Related posts

ଯାମଦା ବ୍ଳକ! ଭଗାବେଡା – ସାନକୁଲେଇବିରା ଆର .ଡି.ରୋଡର ଜାମୁନାଳ ପୋଲ ଉପରେ ପାଣି; ଯାତାୟତ ବାଧାପ୍ରାପ୍ତ

Sunil Chandra Nayak

ବ୍ଲକ ଅଧ୍ୟକ୍ଷ ବିନ୍ଦୁ ମହାନନ୍ଦଙ୍କ ସହଯୋଗରେ ମରାମତି ହେଲା ଫାଟିଯାଇଥିବା ପାଇପ 

Sunil Chandra Nayak

ଶୁଣ୍ଢି ସମାଜ ର କୁଳପତି ହେଲେ ପୂର୍ବ ବ୍ଲକ ଅଧ୍ୟକ୍ଷ ପୂର୍ଣ୍ଣଚନ୍ଦ୍ର ବେହେରା

masiha

Leave a Comment

error: Content is protected !!