ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବିପଦର ବଂଧୁ ସେବା ସଙ୍ଗଠନ ତରଫରୁ ସହାୟତା ପ୍ରଦାନ 

ବିପଦର ବଂଧୁ ସେବା ସଙ୍ଗଠନ ତରଫରୁ ସହାୟତା ପ୍ରଦାନ 

କଟକ : କଟକ ସଦର କିଶୋରନଗରସ୍ଥ ଅଗ୍ରଣୀ ସାମାଜିକ ସଙ୍ଗଠନ ବିପଦର ବଂଧୁ ସେବା ସଙ୍ଗଠନ ପକ୍ଷରୁ ସହାୟତା ପ୍ରଦାନ କରାଯାଇଛି । ସଙ୍ଗଠନର ସଭାପତି ଭୈରବ ଚନ୍ଦ୍ର ସେଠୀ ଓ ସମ୍ପାଦକଙ୍କ ତତ୍ତ୍ଵାବଧାନରେ ସ୍ବାମୀ ଅଦ୍ଵୈତା ନନ୍ଦ ଜୀ,ଉମେଶ ପାଢ଼ୀ,ନାରାୟଣ ଦାଶ,ନୃସିଂହ ଦାସ,ଜ୍ୟୋତି ପ୍ରକାଶ ମହାନ୍ତି ସଦସ୍ୟ ପ୍ରମୁଖ ମଲ୍ଲିପୁର ଗ୍ରାମର ଅସହାୟ ବିଧବା ବୃଦ୍ଧା ଜ୍ୟୋସ୍ନା ରାଣୀ ମହାନ୍ତିଙ୍କ ବାସଭବନରେ ପହଞ୍ଚି ରାସନ ସାମଗ୍ରୀ,ଶୁଖିଲା ଖାଦ୍ୟ ପଦାର୍ଥ,ନୂତନ ବସ୍ତ୍ର ଓ ଆର୍ଥିକ ସହାୟତା ପ୍ରଦାନ କରିଥିଲେ । ସଂଗଠନର ଏପରି ମାନବୀୟ କାର୍ଯ୍ୟକୁ ସାଧାରଣରେ ଉଚ୍ଚ ପ୍ରଶଂସା କରାଯାଇଛି ।

ଶ୍ରୀକାନ୍ତ ବେଉରା ଙ୍କ ରିପୋର୍ଟ୍ 

Related posts

କଳାହାଣ୍ଡି ‘ସୁରଭି’ରେ ସର୍ବାଗ୍ରେ ନର୍ଲା ବ୍ଲକ୍ : ରାଜ୍ୟ ସ୍ତରକୁ ଯିବେ ୧୩ ଛାତ୍ରଛାତ୍ରୀ

masiha

ତିରିଂ ବ୍ଳକ ସ୍ତରୀୟ ସାଧାରଣତନ୍ତ୍ର ଦିବସ ମହାସମାରୋହରେ ପାଳିତ

Sunil Chandra Nayak

ମେଗାଲିଫ୍ଟ ଚାଷି ଙ୍କ ଟୋକନ ଆସିବ, କୃଷକ ସମ୍ପର୍କ ଅଭିଯାନ ସଭା ରେ ଦୃଢୋକ୍ତି ପ୍ରକାଶ କଲେ ଧର୍ମଗଡ ବିଧାୟକ

Leave a Comment

error: Content is protected !!