ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସଂଯୁକ୍ତ କିସାନ କୃଷି ମର୍ଚା ଓ କେନ୍ଦ୍ରୀୟ ଶ୍ରମିକ ପକ୍ଷରୁ ରାଲି ସହ ଜିଲ୍ଲାପାଳଙ୍କୁ ଦେଲେ ୧୯ ଟି ଦାବି ଦେଲେ

ସଂଯୁକ୍ତ କିସାନ କୃଷି ମର୍ଚା ଓ କେନ୍ଦ୍ରୀୟ ଶ୍ରମିକ ପକ୍ଷରୁ ରାଲି ସହ ଜିଲ୍ଲାପାଳଙ୍କୁ ଦେଲେ ୧୯ ଟି ଦାବି ଦେଲେ 

ବନ୍ଧୁଗାଁ ତା, ୨୬/୧୧/୨୪, ରାୟଗଡ଼ା ଜିଲ୍ଲା ଠାରେ ଆଜି ସଂଯୁକ୍ତ କିସାନ, କୃଷି,ଓ କେନ୍ଦ୍ରୀୟ ଶ୍ରମିକଙ୍କ ସହ ସି. ପି. ଆଇ. ଏମ ର ଜିଲ୍ଲା ସଭାପତି ଦରା କଣ୍ଡାଗରୀଙ୍କ ଆୟୋଜନ ଦ୍ୱାରା ଜିଲ୍ଲାପାଳ ଙ୍କ କାର୍ଯ୍ୟଳୟ ସମୁଖ ଠାରେ ଏକ ବିଶାଳ ରାଲି କରିଥିଲେ I ରାଲି କରିବା ସହ ୧୯ ଟି ଦାବିକୁ ନେଇ କେନ୍ଦ୍ର ସରକାରଙ୍କ ମନମାନି ଶାସନ ଓ ଦରବୃଦ୍ଧି ଓ ଅନ୍ୟାନ୍ୟ ସାମଗ୍ରୀ ର ଦରକୁ ଅଧିକ ଭାବରେ ଦେସ ସାରା ଲୋକଙ୍କ ମନକୁ ନିରାସ ହେଉଥିବା ପରି ଦରବୃଦିକୁ ହ୍ରାସ କରି ସଳ୍ପ ଦରରେ ସମସ୍ତ ସାମଗ୍ରୀ ବଜାରକୁ ଚୋଦାଯାଉ ବଲି ଆଜି ଦେସ ବ୍ୟାପି ସମସ୍ତ ରାଜ୍ୟ ଓ ସମସ୍ତ ଜିଲ୍ଲାର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସାମନ୍ନାରେ ୧୯ ଟି ଦାବିକୁ ନେଇ ରାଲି କରି  କେନ୍ଦ୍ର ସରକାର କରିଥିବା ଲୋକ ବ୍ୟବହାରିତ ଜିନିଷ ଖାଇବା ତେଲ ଠାରୁ ଆରମ୍ଭ କରି ସାବୁନ, ଚୁଡା, ଚିନି, ପେଟ୍ରଲ, ଡିଜେଲ,ଗ୍ୟାସ, ଇନ୍ଧନ, ଔଷଧ, ଇତ୍ୟାଡି ବିଷୟକୁ କେନ୍ଦ୍ରୀୟ ସଂଯୁକ୍ତ କିସାନ ମର୍ଚ୍ଚା ଓ ସର୍ବ ଭାରତୀୟ କୃଷି କିସାନ ଶ୍ରମିକ ମାନଙ୍କ ସଙ୍ଘଠନର କର୍ମକର୍ତ୍ତା ଗଣ ହେଲେ ରବି ସୁନା, ମାନୁ ଶିକାକା,ଦାସୀ ନାୟକ, ଓ ଅନ୍ୟାନ୍ୟ କର୍ମକର୍ତ୍ତା ମାନଙ୍କ ଦ୍ୱାରା ଆଜି ଭାରତର ମହାମହିମ ରାଷ୍ଟ୍ରପତି ଶ୍ରୀମତି ଦ୍ରୌପଦି ମୁର୍ମୁ ଙ୍କ ଉଦ୍ୟେଶରେ ଲିଖିତ ଭାବରେ ରାୟଗଡା ଜିଲ୍ଲାପାଳ ଙ୍କ ଜୋରିଆରେ ପ୍ରଦାନ କରିଥିଲେ I

 ସଞ୍ଜୀବ କୁମାର ବାଙ୍ଗାରି ରିପୋର୍ଟର

Related posts

ରାୟଗଡ଼ ଜିଲ୍ଲା ପ୍ରଶାସନ–ମହାନଦୀ କୋଲଫିଲ୍ଡସ୍ ଲିମିଟେଡ୍ (ଏମସିଏଲ୍) ମଧ୍ୟରେ ଏମଓୟୁ ସ୍ୱାକ୍ଷର : ‘ଆମ ରାସ୍ତା’ ଯୋଜନାରେ ମୁନିଗୁଡ଼ା ବ୍ଲକର ଗ୍ରାମୀଣ ସଡ଼କ ନିର୍ମାଣ ପାଇଁ ₹୧୦.୨୯ କୋଟି ସିଏସଆର ସହାୟତା

Sunil Chandra Nayak

ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ଓ ନନ୍ଦୋତ୍ସବ ପାଇଁ ପ୍ରସ୍ତୁତି ବୈଠକ

Sunil Chandra Nayak

କାର ମାଲିକଙ୍କ ଘର ସମ୍ମୁଖରେ ଶବ ରଖି ମୃତକଙ୍କ ସମ୍ପର୍କୀୟଙ୍କ ଆନ୍ଦୋଳନ

masiha

Leave a Comment

error: Content is protected !!