ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଭାରତୀୟ ଵିଦ୍ୟା ନିକେତନ ଜୁନାଗଡ଼ ର ଦ୍ଵାଦଶ ତମ ବାର୍ଷିକ କ୍ରୀଡ଼ା ସମାରୋହ ଅନୁଷ୍ଠିତ 

ଭାରତୀୟ ଵିଦ୍ୟା ନିକେତନ ଜୁନାଗଡ଼ ର ଦ୍ଵାଦଶ ତମ ବାର୍ଷିକ କ୍ରୀଡ଼ା ସମାରୋହ ଅନୁଷ୍ଠିତ 

ଜୁନାଗଡ଼,୧/୧୨(ମନୀସ କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ସହର ସ୍ଥିତ ଭାରତୀୟ ବିଦ୍ୟା ନିକେତନ ଠାରେ ଦ୍ଵାଦଶ ତମ ବାର୍ଷିକ କ୍ରୀଡା ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ଏହୀ କ୍ରୀଡା ପ୍ରତିଯୋଗିତା ରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଥିଲେ ଶ୍ରୀ ଦିଲିପ କୁମାର ଖାନସମା ପ୍ରଧାନ ଶିକ୍ଷକ ଗନ୍ତାୟତ ପଡା, ଵିଦ୍ୟାଳୟ , ଶ୍ରୀ ରମେଶ ରାଉତ ଏବଂ ଶ୍ରୀମତୀ ପୁଷ୍ପାଞ୍ଜଳି ଦଣ୍ଡସେନା, ସମ୍ମାନିୟ ଅତିଥି, ଭାବେ ଯୋଗ ଦେଇଥିଲେ,ପ୍ରଧାନ ଆଚାର୍ଯ୍ୟ ସନତ୍ କୁମାର ଯୋଷୀ ଙ୍କ ତତ୍ତ୍ଵାବଧାନ ରେ କ୍ରୀଡ଼ା ପ୍ରତୀ ଯୋଗିତା ଆରମ୍ଭ ହୋଇ ଥିଲା। କ୍ରୀଡା ପ୍ରତିଯୋଗିତା ପରିଚାଳନା କରିଥିଲେ ଗୁରୁଜୀ ସୁଵେନ୍ଦୁ ତ୍ରିପାଠୀ,ପ୍ରଦୀପ ଧ ମାଝି, ପଞ୍ଚାନନ ହଂସ ଏବଂ ସମସ୍ତ ଗୁରୁଜୀ ଓ ଗୁରୁମା ସହଯୋଗ କରିଥିଲେ। ଶିଶୁ ଵାଟିକା ରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ଵିଭିନ୍ନ ଖେଳ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଏହି ପ୍ରତି ଯୋଗୀତରେ ସମସ୍ତ ଵିଜୟୀ କ୍ରୀଡ଼ାବିତ୍ ଛାତ୍ର ଛାତ୍ରୀ ମାନଙ୍କୁ ପୁରଷ୍କୃତ କରାଯାଇଥିଲା।

ଜୁନାଗଡ଼ ରୁ ନରେନ୍ଦ୍ର କ୍ଷିତି ଙ୍କ ରିପୋର୍ଟ୍ 

Related posts

ଅନ୍ୱେଷା ହଷ୍ଟେଲରେ ଅବ୍ୟବସ୍ଥାକୁ ନେଇ ଅଭିଭାବକ ସମ୍ମିଳନୀ

masiha

ମନ୍ ମହୁଛେ ଫଲ୍‌ସା ଫୁଲ୍

masiha

ନେହେରୁ ଯୁବ କେନ୍ଦ୍ର ସଂଗଠନ ତରଫରୁ ଯୁବ ଉତ୍ସବ ଆୟୋଜିତ 

Sunil Chandra Nayak

Leave a Comment

error: Content is protected !!