ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କୋଣାର୍କ ମହୋତ୍ସବ: ବାଲୁକା କଳାରେ “ପର୍ଯ୍ୟଟନ ଓ ଶାନ୍ତି”

କୋଣାର୍କ ମହୋତ୍ସବ: ବାଲୁକା କଳାରେ “ପର୍ଯ୍ୟଟନ ଓ ଶାନ୍ତି”

କର୍ଲାମୁଣ୍ଡା: କୋଣାର୍କ ବେଳାଭୂମିରେ ଚାଲିଥିବା ଅନ୍ତର୍ଜାତୀୟ ବେଳାଭୂମି ମହୋତ୍ସବ ର ତୃତୀୟ ଦିବସରେ ଯୁବ ବାଳୁକା ଶିଳ୍ପୀ ଓମ୍ ପ୍ରକାଶ ସାହୁ ଓ ସାଥୀ ‘ପର୍ଯ୍ୟଟନ ଓ ଶାନ୍ତି’ ଶିରୋନାମରେ ବାଲୁକା କଳା ନିର୍ମାଣ କରିଛନ୍ତି l ଏଥିରେ ଗୌତମବୁଦ୍ଧ ଓ ଭୀମ ଭୋଇଙ୍କ ପ୍ରତିକୃତି ନିର୍ମାଣ ସହ ତାରାତାରିଣୀଙ୍କ ମୂର୍ତ୍ତି ମଧ୍ୟ ସ୍ଥାନ ପାଇଛି l

କର୍ଲାମୁଣ୍ଡାରୁ ସୁଶାନ୍ତ ରଣାଙ୍କ ରିପୋର୍ଟ, ମସୀହା

Related posts

ରମାଦେବୀ ଆବାସିକ ବାଳିକା ଉଚ୍ଚ ବିଦ୍ୟାଳୟରେ ପୋଷାକ ବଣ୍ଟନ ରେ ଛାତ୍ରୀ ମାନେ ହେଲେ ଆନନ୍ଦିତ 

masiha

ବନ୍ଦେ ମାତରଂ ଜାତୀୟ ସଙ୍ଗୀତର ୧୫୦ ବର୍ଷ ପୂର୍ତ୍ତି ପାଳନ ଉପଲକ୍ଷେ ଜିଲ୍ଲା ବିଜେପିର ପ୍ରସ୍ତୁତି ବୈଠକ

Sunil Chandra Nayak

ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଙ୍କ ଜୟନ୍ତୀ ପାଳିତ

masiha

Leave a Comment

error: Content is protected !!