ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କୋଣାର୍କ ମହୋତ୍ସବ: ବାଲୁକା କଳାରେ “ପର୍ଯ୍ୟଟନ ଓ ଶାନ୍ତି”

କୋଣାର୍କ ମହୋତ୍ସବ: ବାଲୁକା କଳାରେ “ପର୍ଯ୍ୟଟନ ଓ ଶାନ୍ତି”

କର୍ଲାମୁଣ୍ଡା: କୋଣାର୍କ ବେଳାଭୂମିରେ ଚାଲିଥିବା ଅନ୍ତର୍ଜାତୀୟ ବେଳାଭୂମି ମହୋତ୍ସବ ର ତୃତୀୟ ଦିବସରେ ଯୁବ ବାଳୁକା ଶିଳ୍ପୀ ଓମ୍ ପ୍ରକାଶ ସାହୁ ଓ ସାଥୀ ‘ପର୍ଯ୍ୟଟନ ଓ ଶାନ୍ତି’ ଶିରୋନାମରେ ବାଲୁକା କଳା ନିର୍ମାଣ କରିଛନ୍ତି l ଏଥିରେ ଗୌତମବୁଦ୍ଧ ଓ ଭୀମ ଭୋଇଙ୍କ ପ୍ରତିକୃତି ନିର୍ମାଣ ସହ ତାରାତାରିଣୀଙ୍କ ମୂର୍ତ୍ତି ମଧ୍ୟ ସ୍ଥାନ ପାଇଛି l

କର୍ଲାମୁଣ୍ଡାରୁ ସୁଶାନ୍ତ ରଣାଙ୍କ ରିପୋର୍ଟ, ମସୀହା

Related posts

ଗୋରୁମହିଷାଣୀ ଅଂଚଳର ଧର୍ମପରାୟଣ ଓ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ସରୋଜ ପଟ୍ଟନାୟକଙ୍କ ମହାପ୍ରୟାଣ 

masiha

ବର ସାଜିବେ ପୂର୍ବତନ ସାଂସଦ ତଥା ବିଜେଡି ନେତା ପ୍ରଦୀପ ମାଝୀ 

masiha

ଆଦିବାସୀ ଉଚ୍ଚ ମାଧ୍ଯମିକ ବିଦ୍ଯାଳୟରେ +୨ ଅନଲାଇନ ଓ ଅଫଲାଇନ ମୂଲ୍ଯାୟନ କେନ୍ଦ୍ର

Sunil Chandra Nayak

Leave a Comment

error: Content is protected !!