ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ମା ତାରିଣୀ କ୍ଲୋଥ ଷ୍ଟୋର ଦୋକାନରୁ ଚୋରି ନେଇ ଆଜି ପୋଲିସ ଫାଣ୍ଡିରେ ଅଭିଯୋଗ

ମା ତାରିଣୀ କ୍ଲୋଥ ଷ୍ଟୋର ଦୋକାନରୁ ଚୋରି ନେଇ ଆଜି ପୋଲିସ ଫାଣ୍ଡିରେ ଅଭିଯୋଗ

ବସ୍ତା,04/04 : ବାଲେଶ୍ୱର ଜିଲ୍ଲା ବସ୍ତା ଥାନା ଅମର୍ଦାରୋଡ଼ ପୋଲିସ ଫାଣ୍ଡି ଅନ୍ତର୍ଗତ ଆଜି ବିଳମ୍ବିତ ରାତିରେ ଟୋଲଗେଟ ସ୍ଥିତ ମା ତାରିଣୀ କ୍ଲୋଥ ଷ୍ଟୋର ଦୋକାନରୁ ଚୋରି ନେଇ ଗୁରୁବାର ସକାଳ ସମୟରେ ପୋଲିସ ଫାଣ୍ଡିରେ ଲିଖିତ ଅଭିଯୋଗ ହୋଇଥିବା ଦେଖିବାକୁ ମିଳିଛି l ଦୋକାନ ମାଲିକ ଗତକାଲି ରାତିରେ ଉକ୍ତ ଦୋକାନ ବନ୍ଦ କରି ଘରକୁ ଯାଇଥିଵା ବେଳେ ଆଜି ସକାଳ ଦୋକାନ ଖୋଲିବାକୁ ଯାଇ ଦୋକାନର ତାଲା ଭଙ୍ଗା ଯାଇଥିବା ଦେଖି ଚୋରି ଜାଣିବାକୁ ପାଇଥିଲେ l ପରେ ଦୋକାନର ମାଲିକ ଏନେଇ ଗୁରୁବାର ସକାଳ ସମୟରେ ଅମର୍ଦାରୋଡ ପୋଲିସ ଫାଣ୍ଡିରେ 5 ଲକ୍ଷରୁ ଉର୍ଧ୍ଵ ଟଙ୍କାର ଚୋରି ହୋଇଥିବା ନେଇ ଅଭିଯୋଗ କରିବା ପରେ ପୋଲିସ ତଦନ୍ତ କରିଥିବା ଜଣାଯାଇଛି।

ବସ୍ତା ରୁ ଜଗତ କୁମାର ଗିରି ଙ୍କ ରିପୋର୍ଟ୍ 

Related posts

ଦିବ୍ୟ ଜୀବନ ସଂଘର ରୈ।ପ୍ୟ ଜୟନ୍ତୀ ପାଳନ 

masiha

ରବି ଧାନ ଟୋକନ୍‌ ପାଇଁ ପ୍ରାୟ ଏକ ମାସର ଆନ୍ଦୋଳନ… ମେଗାଲିଫ୍ଟ ଚାଷି ଙ୍କ ଦାବି ମାନିଲେ ରାଜ୍ୟ ସରକାର, ଟୋକନ ଆସିଲା ଆନ୍ଦୋଳନ ପ୍ରତ୍ୟାହୃତ କଲେ ଚାଷି

ପବିତ୍ର ରଥ ଯାତ୍ରା ଅବସରରେ ଓଡିଶା ସାଇନି ଫାଉଣ୍ଡେସନ ଟ୍ରଷ୍ଟ ତରଫରୁ ଦହି ଓ ଜଳ ବଣ୍ଟନ

masiha

Leave a Comment

error: Content is protected !!