ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଦାସିଗାଁ ପେଏକ୍ସ ଅଧିନସ୍ଥ ମଣ୍ଡି ଉଦଘାଟିତ

ଦାସିଗାଁ ପେଏକ୍ସ ଅଧିନସ୍ଥ ମଣ୍ଡି ଉଦଘାଟିତ 

ଜୁନାଗଡ଼ -୧୦/୧୨ (ମନୀ ସ)କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ବ୍ଲକ ଅନ୍ତର୍ଗତ ଦାସିଗାଁ ପେଏକ୍ସ ଅଧୀନରେ ଥିବା ଚିଲକପୁର. ତାଳପଦର. ଗୌଡ଼ଛେଣ୍ଡିଆ. ଚିକିଲି. ଦାସିଗାଁ ପେଏକ୍ସ ସଭା ପତି ବିଶ୍ୱନାଥ କରଙ୍କ ଅଧକ୍ଷତାରେ ଉଦଘାଟନ କରାଯାଇଛି । ଏଥିରେ.ନୋଡାଲ ଅଫିସର ଉପସ୍ଥିତ ଥିଲେ.ତାଲପଦର. ନୋଡାଲ ଅଫିସର ଭାବରେ ହିମାଂଶୁ ଶେଖର ପଣ୍ଡା. ଚିଳକପୁର ପି ଇ ଓ ଗଜାନନ୍ଦ ନାୟକ ଦାସିଗାଁ ପୁଦୀପ କୁମାର ବେହେରା (ଭିଏ ଡବ୍ଲୁ) ଆର ଏମ ସି ରୁ ଦୀପକ କୁମାର ବାଗ. ବିଭୀଷଣ କଟା. ଏଥିରେ ପେଏକ୍ସ ସେକ୍ରେଟେରୀ ବିଷ୍ଣୁ ପ୍ରସାଦ ସାହୁ.ଉମେଶ ବାଗ,ଲକ୍ଷ୍ମୀ କାନ୍ତ ଭଞ୍ଜ, ଅକ୍ଷୟ. ଧନେଶ୍ୱର. ବିନୟ. ରାଜକିଶୋର. ଚିତ୍ରସେନ ବେମାଲ. ପେଏକ୍ସ ଡାରେକ୍ଟର. ଯୁଧିଷ୍ଠିର ପଣ୍ଡା. ଟିକଚନ୍ଦ ବାଗ. ଏବଂ ପ୍ରତେକ ଚାଷୀଭାଇ ମାନେ ମଧ୍ୟ ଉପସ୍ଥିତ ଥିଲେ.।

ଜୁନାଗଡ଼ ରୁ ନରେନ୍ଦ୍ର କ୍ଷିତି ଙ୍କ ରିପୋର୍ଟ୍ 

Related posts

ଡମ୍ବ ସମାଜ ର ସାମୁହିକ ବିକାଶ ପାଇଁ ଦୃଷ୍ଟି ଆକର୍ଷଣ 

masiha

ଯୁକ୍ତଦୁଇ ପରୀକ୍ଷାରେ ବ୍ଲକ ଟପ୍ପର ହେଲେ ରଶ୍ମିତା ରଣା

masiha

ଜିଲ୍ଲା ପ୍ରଶାସନ ପକ୍ଷରୁ ଡାଇରିଆ ନିୟନ୍ତ୍ରଣ ନିମନ୍ତେ ତ୍ବରିତ ପଦକ୍ଷେପ

masiha

Leave a Comment

error: Content is protected !!