ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସ୍ବର୍ଗତ ଶିବରାମ ପାତ୍ରଙ୍କ ଦ୍ଵାଦଶ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ

ସ୍ବର୍ଗତ ଶିବରାମ ପାତ୍ରଙ୍କ ଦ୍ଵାଦଶ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ

ଢେଙ୍କାନାଳ: ବାବାଜୀ ପାତ୍ର ବୁକ୍ ଷ୍ଟୋରର ସ୍ବର୍ଗତ ଚୈତନ ପାତ୍ରଙ୍କ ବଡ଼ ପୁତ୍ର ତଥା ଲକ୍ଷ୍ମୀ ବଜାର ପୂଜା କମିଟିର ପୂର୍ବତନ ସମ୍ପାଦକ ଶିବରାମ ପାତ୍ରଙ୍କ ୫୮ବର୍ଷ ବୟସରେ ଗାନ୍ଧୀ ମନ୍ଦିର ରୋଡ ନିଜ ବାସଭବନ ଠାରେ ସକାଳ ୫.୩୦ ସମୟରେ ହୃଦଘାତ ରେ ଦେହାନ୍ତ ହୋଇଥିଲା। ଆଜି ୧୩/୧୨ ରେ ଦ୍ଵାଦଶ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଯାଇଛି। ଜନ୍ମ ୧୪.୦୨.୧୯୬୪ ଓ ତିରୋଧାନ ୦୨.୧୨.୨୪। ପରିବାର, ବନ୍ଧୁ ବାନ୍ଧବ,ପୂଜା କମିଟିର ସମସ୍ତ କର୍ମକର୍ତା ଓ ସାହି ବାସିନ୍ଦା ଶ୍ରଦ୍ଧାଞ୍ଜଳି ଜ୍ଞାପନ ଜଣାଇଥିଲେ। ସେ ଜଣେ ମେଳାପି ଓ ମିଷ୍ଟଭାଷୀ ବ୍ୟକ୍ତି ଥିଲେ।

ଶୁଭମ୍ ପାଣି ଙ୍କ ରିପୋର୍ଟ୍ 

Related posts

ହିନ୍ଦୋଳର ପୂର୍ବତନ ଫେରାର ଟ୍ରେଜେରି ଅଫିସର ଗିରଫ

Sunil Chandra Nayak

ନୂଆପଡ଼ା ଜିଲ୍ଲା କୋମନା ରେ ଧରତି ଆବା ବିର୍ସାମୁଣ୍ଡାଙ୍କ ୧୫୦ ତମ ଜନ୍ମଜୟନ୍ତୀ ମହାସମାରୋହରେ ପାଳିତ 

masiha

ନବରଙ୍ଗପୁର ମହିଳା ସ୍ନାତକ ମହାବିଦ୍ୟାଳୟ ରେ ଜାତୀୟ ଶିକ୍ଷା ଦିବସ ଓ ସାଇବର ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ 

Sunil Chandra Nayak

Leave a Comment

error: Content is protected !!