ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ମହାଙ୍ଗା ପଡିଲା ଗଞ୍ଜେଇ ଚାଷ:ପୋଲିସ ଦ୍ଵାରା ୨ ଗିରଫ

ମହାଙ୍ଗା ପଡିଲା ଗଞ୍ଜେଇ ଚାଷ:ପୋଲିସ ଦ୍ଵାରା ୨ ଗିରଫ 

ନବରଙ୍ଗପୁର:(୧୭|୧୨)(ରବି ନାରାୟଣ ମହାନ୍ତି)ନବରଙ୍ଗପୁର ଜିଲ୍ଲା ପୋଲିସ କୁ ଗତ ୧୪ତାରିଖ ଦିନ ବଡ଼ ସଫଳତା ମିଳିଥିଲା। ଏହି କ୍ରମରେ ନବରଙ୍ଗପୁର ଅତିରିକ୍ତ ଆରକ୍ଷୀ ଅଧିକାରୀ, ଉମରକୋଟ ଏସ୍ ଡି ପି ଓ, ଉମରକୋଟ ଅତିରିକ୍ତ ତହସିଲଦାର, ଅବକାରୀ ବିଭାଗର ଏକ ଟିମ ବନ ବିଭାଗର ଏକ ଟିମ ରାଇଜର ଆର୍ ଆଇ ର ଏକ ଟିମ ଏବଂ କୁନ୍ଦେଇ ପୋଲିସ ର ଏକ ମିଳିତ ଟିମ ଅଚାନକ଼ କୁନ୍ଦେଇ ଥାନା ଅନ୍ତର୍ଗତ ଧୁଙ୍ଗିଆଡିହି (ଖାଲେପାରା) ଗ୍ରାମର ସାମାଲାଲ ଜଣଙ୍କ ଘରେ ତଢାଊ କରି ୪କିଲୋ ୮୦୦ ଗ୍ରାମ ଗଞ୍ଜେଇ ସହ ବହୁ ଖୋଜା ଖୋଜି ପରେ ଘର ପଛପଟେ ଥିବା ବାଲି ଗଦା ରୁ ନଗଦ ୯୩ ହଜାର ଟଙ୍କା ଜବତ କରି ଉକ୍ତ ସାମଲାଲ ଗଣ୍ଡା ଙ୍କୁ ଜିରାଫ କରି ମାମଲା ନମ୍ବର ୧୧୬/୨୪ ରେ ରୁଜ୍ଜୁ କରିଥିବା ବେଳେ ତାଙ୍କ ଭାଇ ସନ୍ତୁ ରାମ ଗଣ୍ଡା ଙ୍କ ଚାଷ୍ ଜମି ରୁ ଗଞ୍ଜେଇ ଗଛ ଜବତ କରି ଉକ୍ତ ସନ୍ତୁ ରାମ ଗଣ୍ଡା ଙ୍କୁ ମଧ୍ୟ ଜିରାଫ କରି ମାମଲା ନମ୍ବର ୧୩୪/୨୪ ରୁଜୁ କରି ଉଭୟ ଦୁଇ ଜଣଙ୍କୁ କୋର୍ଟ ଚାଲାଣ ଜାରିଥିବା ଜଣା ପଡିଛି l

( ମ ନି ସ ) 

Related posts

ଜୟପାଟଣା:ଦିନ ଦ୍ବିପ୍ରହରରେ ଗୁଣ୍ଡାଗିରୀ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ

Sunil Chandra Nayak

ଦେଶୀ ବନ୍ଧୁକ ତିଆରି କାରଖାନା ଠାବ : ୩ଟି ଦେଶୀ ବନ୍ଧୁକ ସହ ବ୍ୟବହୃତ ସାମଗ୍ରୀ ଜବତ : ଜଣେ ଗିରଫ

ଯୁବତୀଙ୍କୁ ଗଣଦୁଷ୍କମ ଘଟଣା ରେ ଫେରାର ୩ ଅଭିଯୁକ୍ତ ଗରିଫ 

masiha

Leave a Comment

error: Content is protected !!