ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପୃର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ଜୟନ୍ତୀ ଉତ୍ସବ ସୁଶାସନ ଦିବସ ଭlବେ ପାଳିତ 

ପୃର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ଜୟନ୍ତୀ ଉତ୍ସବ ସୁଶାସନ ଦିବସ ଭlବେ ପାଳିତ 

ଢେଙ୍କାନାଳ (ମନିସ )25/12/24 // ଢେ଼ଙ୍କାନାଳ ଜିଲ୍ଲା ସଦର : ସ୍ଥାନୀୟ ପୁରୁଣା ଜିଲ୍ଲା ପରିଷଦ ହଲ ଠାରେ ପୃର୍ଵତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ଜୟନ୍ତୀ ଉତ୍ସବ ସୁଶାସନ ଦିବସ ଅନୁଷ୍ଠିତ ହୋଇଯାଇଛି। ଏହି ଉତ୍ସବରେ ମୁଖ୍ୟଅତିଥି ଭାବେ ଜିଲ୍ଲପାଳ ଶ୍ରୀ ସୋମେଶ କୁମାର ଉପାଧ୍ୟାୟ ଯୋଗଦେଇ ବାଜପେୟୀ ଭାରତୀୟ ରାଜନିତୀରେ ସଂସ୍କାର ଆଣି ନୂତନ ଦିଗ୍ ଦର୍ଶନ ଦେଇଥିଲେ ବୋଲି ସେ ପ୍ରକାଶ କରିଥିଲେ । ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ ଜନସଧାରଣ ମହିଳା ପୁରୁଷମାନେ ଯୋଗ ଦେଇଥିଲେ ।

ପ୍ରହ୍ଲାଦ ମୁଦୁଲିଙ୍କ ରିପୋର୍ଟ

Related posts

ମାଝୀଗୁଡାରେ ନୂଆଁଖାଇ ଭେଟ, ଲୋକକଳାରେ ଦୁଲୁକିଲା ମଞ୍ଚ

masiha

ଦୁର୍ଗାପୂଜା ନିମନ୍ତେ ଶୁଭଖୁଣ୍ଟି ସ୍ଥାପନ 

masiha

ସରପଞ୍ଚ ଙ୍କ ଅନୁପସ୍ଥିତିରେ ପଞ୍ଚାୟତ ସମିତି ବୈଠକ

masiha

Leave a Comment

error: Content is protected !!