ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଭାରସମ୍ୟ ହରାଇ ଓଲଟିଲା ଆଟୋ ଦୁଇ ଗୁରୁତର

ଭାରସମ୍ୟ ହରାଇ ଓଲଟିଲା ଆଟୋ ଦୁଇ ଗୁରୁତର

ଆସିକା,୩୧/୫/୨୬ (ଶିବ ଶଙ୍କର ମିଶ୍ର ) ଆସିକା ରୁ ସୋରଡା ପଟକୁ ଯାଉଥିବା ଏକ ପସେଞ୍ଜର ଅଟୋ ଜାତୀୟ ରାଜପଥ 59 ର ସରଧାପୁର ବାଟିଆ ନିକଟରେ ରବିବାର ସନ୍ଧ୍ୟାରେ ଭାରସାମ୍ୟ ହରାଇ ରାସ୍ତା କଡ଼କୁ ଓଲଟି ପଡିଛି। ଅଟୋଟି ଆସିକା ରୁ ସୋରଡା ଯାଉଥିବା ବେଳେ ଏହି ଦୁର୍ଘଟଣା ଘଟିଛି। ଏଥିରେ 4 ରୁ ଅଧିକ ଆହତ ହୋଇଥିବା ବେଳେ ଦୁଇ ଜଣକ ଅବସ୍ଥା ଅଧିକ ଗୁରୁତର ରହିଛି। ଗୁରୁତର ଦୁଇ ଜଣ ହେଲେ ରାହୁଲ ରାଉତ ଓ ବାଲଜି ନାୟକ। ଧରାକୋଟ ଦମକଳ ବାହିନୀ ପହଞ୍ଚି ସେମାନଙ୍କୁ ଉଦ୍ଧାର କରିବା ପରେ ପ୍ରଥମେ ଆସିକା ମେଡିକାଲ ଓ ପରେ ଗୁରୁତର ଦୁଇ ଜଣ ଙ୍କୁ ବ୍ରହ୍ମପୁର ମେଡିକାଲ କୁ ସ୍ଥାନାନ୍ତର କରାଯାଇଛି। ଅଟୋରେ 10 ଜଣ ଏକ ଭୋଜି ରୋଷେଇରେ ସହାୟତା ପାଇଁ ଯାଉଥିଲେ। ଘଟଣା ସ୍ଥଳରେ ଧରାକୋଟ ପୋଲିସ ପହଁଚି ଅଧିକ ତଦନ୍ତ କରୁଛି।

Related posts

ବିଶୋଇ ଥାନା ! ହଦହଦି ଜଙ୍ଗଲରେ ଭାଲୁ – ଚାଷୀ ମୁହାଁ ମୁହିଁ ! ଚାଷୀ ଗୁରୁତର !

ତେରେସିଂହାରେ ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ

masiha

କନ୍ଧମାଳ : ରାଜ୍ୟ ସ୍ତରୀୟ ଡଙ୍ଗର ମହୋତ୍ସବ-୨୦୨୩ ଉଦଘାଟିତ

Sunil Chandra Nayak

Leave a Comment

error: Content is protected !!