ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଅବସର କାଳୀନ ସମ୍ବର୍ଦ୍ଧନା 

ଅବସର କାଳୀନ ସମ୍ବର୍ଦ୍ଧନା 

ନବରଙ୍ଗପୁର:( ତା ୩୧.୦୫.୨୦୨୬)(ରବି ନାରାୟଣ ମହାନ୍ତି) ସ୍ଥାନୀୟ ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନ ଠାରେ ଅନୁଷ୍ଠାନ ର Junior Assistant ଶ୍ରୀ ରାଜେନ୍ଦ୍ର ନାଥ ହନୁଦୁଲ।ରି ଙ୍କୁ ଅବସର କାଳୀନ ସମ୍ବର୍ଦ୍ଧନା ଦିଆଯାଇଅଛି। ଆଜି ଶ୍ରୀ ହନୁଦୂଲାରି ନିଜ ର ଚାକିରି ରୁ ଅବସର ଗ୍ରହଣ କରିଛନ୍ତି। ଏହା ସମ୍ବର୍ଦ୍ଧନା ସଭାରେ ଅନୁଷ୍ଠାନ ର ଅଧକ୍ଷ ଡ ଓଁକାର ପଟ୍ଟନାୟକ ସଭାପତିତ୍ୱ କରିଥିଲେ, ଅନ୍ୟମାନଙ୍କ ମଧ୍ୟରେ ଶ୍ରୀ ଇଶ୍ୱର ନାୟକ, ଦୀପ୍ତିଲତା ପାତ୍ର, ସୁବାଷ ମିର୍ଗନ, ଦେବାଶିଷ ମିର୍ଗନ ଉପସ୍ଥିତି ରହି ହନୁ ଦୁଲାରି ଙ୍କ ବିଦାୟ ରେ କିଛି କିଛି ବକ୍ତବ୍ୟ ରଖିଥିଲେ ଏହା ଛଡ଼ା ଯେ ହେତୁ ବର୍ତ୍ତମାନ ଗ୍ରିଷ୍ମ କାଳୀନ ଛୁଟି ଚାଲିଛି ତେଣୁ ଅନୁଷ୍ଠାନ ର ଅନ୍ୟାନ୍ୟ ଶିକ୍ଷକ ପ୍ରଶିକ୍ଷକ ବିଜ୍ଲି ଏକ୍କା, ମୂର୍ତ୍ତି କୁମାର, ନିଳାଞ୍ଚଳ ମେହେର, ପାଳବି ସିଂହ ଏବଂ B କରିସ୍ମା ଭର୍ଚୁଆଲ ର୍ ଯୋଗ୍ ଦେଇ କାର୍ଯ୍ୟକ୍ରମ ରେ ନିଜକୁ ସାମିଲ କରିଥିଲେ। ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନ, ନବରଙ୍ଗପୁର ଶ୍ରୀ ର।ଜେନ୍ଦ୍ର ନାଥ ହନୁଦୁଲାରି ଙ୍କ ଅବସର କାଳୀନ ଅବଶିଷ୍ଟ ଜୀବନ ସୁଖ, ସ୍ୱାସ୍ଥ୍ୟ ଓ ନିରାଡ଼ମ୍ବର ହେଉ ଏହା କାମନା କରେ।

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିଉଜ୍ 

Related posts

ପ୍ରକାଶ ପାଇଲା ତୃତୀୟ ପର୍ଯ୍ଯାୟ ଫଟୋ ପ୍ରତିଯୋଗିତା ଫଳାଫଳ, ପ୍ରଥମ ସ୍ଥାନରେ ବାଲେଶ୍ଵର ଜିଲ୍ଲା

Sunil Chandra Nayak

ନବ ନିର୍ବାଚିତ ମନ୍ତ୍ରୀ,ସାଂସଦ,ବିଧାୟକଙ୍କୁ ବ୍ରହ୍ମା କୁମାରୀ ପକ୍ଷରୁ ସମ୍ବର୍ଦ୍ଧନା 

masiha

ଜୁନାଗଡ ରେ ଓଡ଼ିଶା ସାମ୍ବାଦିକ ୟୁନିଅନର ରାଜ୍ୟ ସ୍ତରୀୟ ଜାତୀୟ ପ୍ରେସ ଦିବସ ପାଳନ

Sunil Chandra Nayak

Leave a Comment

error: Content is protected !!