ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବେଆଇନ ଭାବରେ ବାଲି ଚାଲାଣ ଦୁଇଟି ଟ୍ରାକ୍ଟର ଜବତ 

ବେଆଇନ ଭାବରେ ବାଲି ଚାଲାଣ ଦୁଇଟି ଟ୍ରାକ୍ଟର ଜବତ 

ଢେଙ୍କାନାଳ- ଢେଙ୍କାନାଳ ଜିଲ୍ଲା ଗଁଦିଆ ଅଂଚଳ ରେ ବେଆଇନ ଭାବରେ ନଦୀ ବାଲି ଚାଲାଣ ବେଳେ ନିହଲପ୍ରସାଦ ପୋଲିସ ପେଟ୍ରୋଲିଙ୍ଗ ସମୟରେ ଦୁଇ ଗୋଟି ଟ୍ରାକ୍ଟର ଜବତ କରିଛି l ଘଟଣାରୁ ଜଣାଯାଏ ଗତକାଲି ରାତ୍ରିରେ ଦୁଇ ଗୋଟି ଟ୍ରାକ୍ଟରରେ ଅନୁମତି ନଥାଇ ନଦୀ ବାଲି ବୋଝେଇ କରି ଯାଜପୁର ଜିଲ୍ଲାକୁ ଯାଉଥିବା ସମୟରେ ନିହଲପ୍ରସାଦ ପୋଲିସ ପେଟ୍ରୋଲିଙ୍ଗ କରୁଥିବା ବେଳେ ସମୟ ଗତକାଲି ରାତ୍ରି ନଅଟା ସମସ୍ତେରେ ସୋଲଗାଡ଼ିଆ ଛକ ଠାରେ ଉକ୍ତ ଟ୍ରାକ୍ଟରର କାଗଜ ତନଖି ବେଳେ କୌଣସି ଅନୁମତି ନଥିବାରୁ ଟ୍ରାକ୍ଟର ଦୁଇଟି କୁ ପୋଲିସ ଜବତ କରିଛି ଗୋଟିଏ ଟ୍ରାକ୍ଟରର ନଂ OD 04 W 1257 ଥିବା ବେଳ ଅନ୍ୟ ଟ୍ରାକ୍ଟରଟିର ନମ୍ବର ନାହିଁ ଯାହାଫଳରେ ପୋଲିସ କେସ ନଂ 113/26ଓ କେସ ନଂ 114/26-303(2)/3(5)bns ରେ ମାମଲା ରୁଜୁ କରିଛି l

ପ୍ରହ୍ଲାଦ ମୁଦୁଲି ଙ୍କ ରିପୋର୍ଟ୍ 

Related posts

ପିପଲଗୁଡା, କାରୁବାଇ ଓ ବାଇସିଙ୍ଗ ଗ୍ରାମ ପଞ୍ଚାୟତ ବୁଲିଲା ବିକାଶ ବାହନ 

masiha

ବେଦାନ୍ତ କମ୍ପାନୀ ଓ ଓ.ଏମ୍.ସି ବିରୁଦ୍ଧରେ ରାଲି କରି ଗର୍ଜିଲେ ଅଞ୍ଚଳ ବାସୀ

Sunil Chandra Nayak

ଆଜି ଖୋଲିଲା ବିଦ୍ୟାଳୟ:ବିଦ୍ୟାଳୟରେ ପିଲା ସଂଖ୍ୟା ଶୁନ

Sunil Chandra Nayak

Leave a Comment

error: Content is protected !!