ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କେଉଁ ଚାଷୀଙ୍କୁ ମିଳିବ କେତେ ସହାୟତା ?

କେନ୍ଦ୍ରାପଡ଼ା :ବାତ୍ୟାରେ କ୍ଷତିଗ୍ରସ୍ତ ହୋଇଥିବା ଚାଷୀଙ୍କୁ ମିଳିବ ସହାୟତା । ସମୀକ୍ଷା ବୈଠକ ପରେ କୃଷି ସଚିବ ଅରବିନ୍ଦ ପାଢୀଙ୍କ ସୂଚନା । ରାଜ୍ବସ ଓ କୃଷି ଅଧିକୀରୀଙ୍କ ମିିଳିତ ସହଯୋଗରେ କ୍ଷୟକ୍ଷତି ଗଣନା କରାଯିବ । ପ୍ରାଥମିକ ଆକଳନ ଅନୁସାରେ, ରାଜ୍ୟରେ ୭୯ ହଜାର ୬୭୧ ହେକ୍ଟର ଚାଷ ଜମି କ୍ଷତିଗ୍ରସ୍ତ ହୋଇଛି ।

କେଉଁ ଚାଷୀଙ୍କୁ ମିଳିବ କେତେ ସହାୟତା ?
– ପ୍ଲାଣ୍ଟେସନ୍ ଚାଷ ନଷ୍ଟ ହୋଇଥିଲେ ହେକ୍ଟର ପିଛା ୨୨,୫୦୦ ଟଙ୍କା ମିଳିବ ।
– – ଆଗ୍ରୋ ଫରେଷ୍ଟ ପ୍ଲାଣ୍ଟେସନ୍ ଚାଷୀଙ୍କୁ ସର୍ବନିମ୍ନ ୨୫୦୦ ଟଙ୍କା ମିଳିବ ।
– ଅଧା ହେକ୍ଚର ଚାଷ ଜମି ନଷ୍ଟ ହୋଇଥିଲେ ୪୨୦୦ ଟଙ୍କା ମିଳିବ ।
– ଅଳ୍ପ କିଛି କ୍ଷତି ହୋଇଥିଲେ ଚାଷୀଙ୍କୁ ମିଳିବ ସର୍ବନିମ୍ନ ୧୦୦୦ ଟଙ୍କା ।
ଜଳ ସେଚିତ ଜମିରେ ଫସଲ ନଷ୍ଟ ହୋଇଥିଲେ ୧୭,୦୦୦ ଟଙ୍କା ମିଳିବ ।
ସେହି ଜମିରେ ଛୋଟ ଚାଷୀଙ୍କୁ ସର୍ବନିମ୍ନ ୨୦୦୦ ଟଙ୍କା ମିଳିବ ।
କେନ୍ଦ୍ରାପଡ଼ା ରୁ ଜିଲ୍ଲା ପ୍ରତିନିଧି ସମୀର କୁମାର ପ୍ରଧାନ ଙ୍କ ରିପୋର୍ଟ ମସିହା ନିୟୁଜ!

Related posts

ପ୍ରଶାନ୍ତ ସେଠୀ ଙ୍କ ଦକ୍ଷିଣ ରାଉରକେଲା ଗସ୍ତ

ମୁକ ବଧିର ବିଦ୍ୟାଳୟରେ ଜାତୀୟ କ୍ରୀଡା ଦିବସ ପାଳିତ 

masiha

ଵନ୍ଧୁଗାଁରେ ଏଡ଼ସ ଦିବସର ସଚେତନ ରାଲି

masiha

Leave a Comment

error: Content is protected !!