ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜଗତ ଗୁରୁ ଠାକୁର ଅଭିରାମ ପରମହଂସ ଙ୍କ ୨୧ ତମ ବାର୍ଷିକ ଉତ୍ସବ

ଜଗତ ଗୁରୁ ଠାକୁର ଅଭିରାମ ପରମହଂସ ଙ୍କ ୨୧ ତମ ବାର୍ଷିକ ଉତ୍ସବ

ଢେଙ୍କାନାଳ: ଜଗତ ଗୁରୁ ଠାକୁର ଅଭିରାମ ପରମହଂସ ଙ୍କ ୨୧ ତମ ବାର୍ଷିକ ଉତ୍ସବ ଓ ସନାତନ ଧର୍ମ ସମ୍ମିଳନୀ ମୁନିସିପାଲିଟି କଲ୍ୟାଣ ମଣ୍ଡପ, ଢେଙ୍କାନାଳ ଠାରେ ଅନୁଷ୍ଠିତ ହୋଇଯାଇଛି । ପାଲିଙ୍କିରେ ଠାକୁରଙ୍କ ବିଗ୍ରହକୁ ୧୦ ମଣ୍ଡଳୀ ସଙ୍କୀର୍ତ୍ତନ ଦ୍ବାରା ସହର ପରିକ୍ରମା କରାଯାଇଥିଲା। ଜିଲ୍ଲା ସ୍ତରୀୟ ଭକ୍ତ ଗୋଷ୍ଠୀ ଙ୍କ ଦ୍ଵାରା ଆୟୋଜନ କରାଯାଇଥିଲା। ଏହି କାର୍ଯ୍ୟକ୍ରମ ୨୭ ତାରିଖ ଠାରୁ ଆରମ୍ଭ ହୋଇ ୨୯ ତାରିଖ ପର୍ଯ୍ୟନ୍ତ ଚାଲିବ।

ଶୁଭମ୍ ପାଣି ଙ୍କ ରିପୋର୍ଟ୍ 

Related posts

ରାଉରକେଲା ବିମାନ ଯାତ୍ରୀ ହନ୍ତସନ୍ତ ବିକାଶ ମଞ୍ଚର ଉଦବେଗ

masiha

ବିଦ୍ୟୁତ ବାଣିଜ୍ୟ ଯନ୍ତ୍ରୀଙ୍କ ମନମୁଖୀ କାର୍ଯ୍ୟରେ ଚାଷୀ ଅସନ୍ତୋଷ

Sunil Chandra Nayak

ନୂଆପଡ଼ାରେ ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ୯୮ତମ ଶ୍ରାଦ୍ଧ ଦିବସ ପାଳିତ : ଉତ୍କଳମଣିଙ୍କ ଆଦର୍ଶର ଅନୁସରଣ ହିଁ ପ୍ରକୃତ ଶ୍ରଦ୍ଧାଞ୍ଜଳି — ଜିଲ୍ଲାପାଳ

Sunil Chandra Nayak

Leave a Comment

error: Content is protected !!