ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଧୁମାଭଟା ଗ୍ରା.ପ ହଟକଟ ଗ୍ରାମରେ ମଟରଚଣା ବଣ୍ଟନ 

ଧୁମାଭଟା ଗ୍ରା.ପ ହଟକଟ ଗ୍ରାମରେ ମଟରଚଣା ବଣ୍ଟନ 

ଆଜି ଧୁମାଭଟା ଗ୍ରା.ପ.ହଟକଟ ଗ୍ରାମରେ କୃଷି ବିକାଶ ସହକାରୀ ଲିଃ.ଟେ ତରଫ ରୁ ମଟର ଚଣା ବଣ୍ଟନ କାର୍ଯ୍ଯକ୍ରମ ଅନୁଷ୍ଠିତ ହୋଇଥିଲା ଏହି କାର୍ଯ୍ଯକ୍ରମ ରେ ମୁଖ୍ଯ ଅତିଥି ଭାବରେ ସରପଞ୍ଚ ବନମାଳୀ ନାଏକ,ଥିଲା ବେଲେ ବ୍ଲକ ସଂଯୋଗ ପଙ୍କଜ ଦିପ, ଧୁମାଭଟା ଭିଏ.ଡବଲୁ ବାବୁଲାଲ ସାହୁ, ଧୁମାଭଟା କ୍ଷେତ୍ର ସଂଯୋଗ କୃଷ୍ଟଚନ୍ଦ୍ର ମଲ୍ଲିକ,ଉପସ୍ଥିତ ରହି ହଟକଟ ଗ୍ରାମର ଅନେକ ଚାଷି ଉପସ୍ଥିତ ରହି ମଟରଚଣା ବଣ୍ଟନ କରଗଲା ଚାଷି ମାନଙ୍କୁ ମଟରଚଣା ଦେଇ ଥିବାରୁ ଚାଷି ମାନେ ବହୁତ ଖୁସି ଅନୁଭବ କରିଥିଲେ, ମଟରଚଣା ପାଇଥିବା ଚାଷି ମାନେ ହେଲେ ଉଦ୍ଧବ ପସାଏତ୍, ସୁଦାମ ନାଗ,ଜିତେନ୍ଦ୍ର ନାଗ, ନେତ୍ରି କଠାର,ସୂର୍ଯ୍ଯ ସିଂ ଠାକୁର, ପବିତ୍ର ବାଗ, ଅଭିରାମ ଖମାରୀ, ବେଳମତୀ ନାଗ, ସାଏବାନୀ କାଲସାଏ, ପଦ୍ମା ଖମାରୀ, ଟିକେଶ୍ବର ଠାକୁର, ସିତାରାମ ନାଗ, ବେଣୁଧର ଠାକୁର, ମାୟାଧର ବାଗ, ଲୋଚନା ମାଝି ଦନାର୍ଦ୍ଦନ ନାଗ, ବେଦମତୀ ଠାକୁର, ନେତାଜୀ ନାଗ, ସତ୍ଯ ନାରାୟଣ ଖମାରୀ,ସମସ୍ତେ ଉପସ୍ଥିତ ରହିଥିଲେ । 

ଦୁର୍ଯୋଧନ ବର୍ଗେ ଙ୍କ ରିପୋର୍ଟ୍ 

Related posts

ଶ୍ରମିକ ନେତାଙ୍କ ମାତୃ ବିୟୋଗ…..

Sunil Chandra Nayak

ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ କଲେ ସାଂସଦ ଓ ବିଧାୟକ 

masiha

୧- ଜଳେଶ୍ୱରରେ ପ୍ରଥମ ଥର ପାଇଁ ଆଇ.ସି.ଏସ. ଈ ଓଡିଶା ରିଜିଅନ ସ୍କେଟିଙ୍ଗ ଟୁର୍ଣ୍ଣ।ମେଣ୍ଟ ଉଦଘାଟିତ :୧୧ ଜଣ ଛାତ୍ର ଛାତ୍ରୀ ଜାତୀୟସ୍ତର ପାଇଁ ମନୋନୀତ,୨- ସମାଜ କଲ୍ୟାଣ ବିକାଶ ପରିଷଦ ପକ୍ଷରୁ ଅଗଷ୍ଟ କ୍ରାନ୍ତି ଦିବସ ପାଳନ

Sunil Chandra Nayak

Leave a Comment

error: Content is protected !!