ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଫଟାମୁଣ୍ଡା ରେ ଆଦିବାସୀ ଯୁବକକୁ ମାଡ ପ୍ରତିବାଦରେ ଆଦିବାସୀ ସଂଘର ବିଶାଳ ଆଦିବାସୀ ସମାବେଶ

ଫଟାମୁଣ୍ଡା ରେ ଆଦିବାସୀ ଯୁବକକୁ ମାଡ ପ୍ରତିବାଦରେ ଆଦିବାସୀ ସଂଘର ବିଶାଳ ଆଦିବାସୀ ସମାବେଶ 

ବଲାଙ୍ଗୀର ଜିଲ୍ଲା ସାଇଂତଲା ଥାନା ଅନ୍ତର୍ଗତ ଟିକିରାପଡା ପଂଚାୟତ ଫଟାମୁଣ୍ଡା ଗାଁରେ ଏକ ଆଦିବାସୀ ଯୁବକକୁ ମାଡମାରି ଥିବା ପ୍ରତିବାଦରେ ଆଜି ଏକ ବିଶାଳ ରାଲି ହୋଇଛି। ଫଟାମୁଣ୍ଡା ଗାଁର ଧନୀରାମ ଭୋଇ କୁ ବାରମ୍ବାର ନିର୍ଯାତନା ଏବଂ ଆଦିବାସୀ ଜାତିକୁ ଅଶ୍ଳୀଳ ଭାଷାରେ ଗାଳି ଗୁଲଜ ଏବଂ ଧନୀରାମକୁ ମାଡ ମାରିଛନ୍ତି ଜଣେ ଓବିସି ଯୁବକ ପ୍ରେମ କଠାର ନାମକ ଏକ ଯୁବକ ଫଟାମୁଣ୍ଡା ଗାଁର ଏହି ଜଣକ ବାରମ୍ବାର ଧନୀ କୁ ଧମକ ଚମକ ଦେଉ ଥିବା ବେଳେ ଧନୀରାମ ସାଇଂତଲା ଥାନାରେ ଏକ ଲିଖିତ ଅଭିଯୋଗ କରିଥିଲେ ହେଲେ ଅଭିଯୋକ ପତ୍ରକୁ ସାଇଂତଲା ଥାନାର ଥାନାଅଧିକାରୀ କୋଣସି ପ୍ରକାର କାର୍ଯ୍ୟଅନୁଷ୍ଠାନ ଏ ପର୍ଯ୍ୟନ୍ତ ଗ୍ରହଣ କରିନାହାନ୍ତି ବୋଲି ଅଭିଯୋଗ ହେଇଅଛି।ଏହିଁ ଘଟଣା କୁ ବିଭିନ୍ନ ମହଲ ରୁ ନିନ୍ଦା କରୁଥିବା ବେଳେ ଜିଲ୍ଲା ଆଦିବାସୀ କଲ୍ୟାଣ ସଙ୍ଘର ବରିଷ୍ଠ ଆଦିବାସୀ ନେତା ମାନେ ନିନ୍ଦା କରିବା ସହିତ ଅଭିଯୁକ୍ତ ଙ୍କୁ ତୁରନ୍ତ ଗିରଫ କରିବା ପାଈଁ ଦାବି କରୁଛନ୍ତି।ଏବଂ ଫଟାମୁଣ୍ଡା ଗ୍ରାମ ରେ ଏକ ଆଦିବାସୀ ବିରାଟ ସମ୍ମିଳନୀ ରେ ଆଦିବାସୀ ମାନଙ୍କ ଉପରେ ହେଉଥିବା ଅତ୍ୟାଚାର କୁ ନେଇ ଆଦିବାସୀ ସଙ୍ଘ ର ଜିଲ୍ଲା ସଭାପତି ଶ୍ୟାମ ସୁନ୍ଦର ଭୋଇ କ୍ଷଭ ପ୍ରକାଶ କରିଥିଲେ ଓ ଏ ଅଞ୍ଚଳ ହେଉଛି ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ ହେଲେ ଆଦିବାସୀଙ୍କୁ କେବଳ ଭୋଟ ବେଙ୍କ ମାଧ୍ୟମ କରିଥିବା ନେଇ ନିନ୍ଦା କରାଯାଇଛି | ଏହି ଘଟଣାକୁ ଚାପି ଦେବାକୁ କେତେ ଜଣ ବିଜେଡି ନେତାମାନେ ଚାପ ପ୍ରୟୋଗ କରୁଥିବାରୁ ଆଗାମୀ ଦିନରେ ଏହି ଜାତି ଦ୍ରୋହି ମାନଙ୍କୁ ଉଚିତ ଜବାବ ଦେବାକୁ ଆହ୍ୱାନ ଦିଆ ଯାଇଥିଲା । ଆଜିର ରେଲିରେଜିଲ୍ଲା ଆଦିବାସୀ କଲ୍ୟାଣ ସଙ୍ଘ ରେ ଉପସ୍ଥିତ ଥିଲେ ସଇତାଲା ବ୍ଲକ ର ସମ୍ପାଦକ ଟଙ୍କଧର ଧରୁଆ ଉପସଭାପତି ପାଞ୍ଚନନା ମାଝୀ ସଭାପତି ସନ୍ତୋଷ ପୁଟା ଧନୀରାମ ଭୋଇ ନାରାୟଣ ଭୋଇ ସନ୍ତୋଷ ଭୋଇ ରୁଦ୍ର ଭୋଇ ରମେଶ ଷଣ୍ଢ ବିଜୟ ଭୋଇ ଶୁଣନ୍ତୁ ଭୋଇ ବନବିହାରୀ ମିର୍ଧା କଳାକାର ଧରୁଆ ନୁର୍ତମ ସଳତର ନାରୀ ନେତ୍ରି ସବେତ୍ରୀ ଭୋଇ ପ୍ରମିଳା ଭୋଇ ରେବତୀ ମହାଲିଂ ଭଗବତୀ ଧରୁଆ,ସଭା ରେ ଉପସ୍ଥିତ ଥିଲେ।

ଦୁର୍ଯୋଧନ ବର୍ଗେ ଙ୍କ ରିପୋର୍ଟ୍ 

Related posts

ଓକ୍ଟାର ବାର୍ଷିକ ଉତ୍ସବରେ ବିଦ୍ୟା ଷ୍ଟଡ଼ି ପଏଣ୍ଟ ସମ୍ମାନିତ

masiha

କଳାରୁଦ୍ର ଯୁବକ ସଂଘ ପକ୍ଷରୁ ଗାନ୍ଧିଜୀଙ୍କର ସହୀଦ ଦିବସ ପାଳିତ

Sunil Chandra Nayak

ଗଛ ଲଗାଅ:ପରିବେଶ ସୁରକ୍ଷା କର:ଗ୍ରୀଷ୍ମ ପ୍ରବାହ କୁ ରୋକ 

masiha

Leave a Comment

error: Content is protected !!