ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ସଡ଼କ ଦୁର୍ଘଟଣା ରେ ଶିକ୍ଷକ ଙ୍କ ମୃତ୍ୟୁ

ନୂଆପଡା ଜିଲ୍ଲା ବୋଡେନ ବ୍ଲକ ଅଁଲାଭଟା ଗାଁ ର ସରକାରୀ ଶିକ୍ଷକ ଦୁର୍ବଲ ସୁନାନୀ ଙ୍କ ସଡକ ଦୁର୍ଘଟଣା ରେ ମୃତ୍ୟୁ ଘଟିଛି । ବିନପୁର ଗାଁ ର ମୃତକ ଦୃବଲ ସୁନାନୀ ଅଂଲାଭଟା ପ୍ରାଥମିକ ବିଦ୍ୟାଳୟ ରେ ପ୍ରଧାନ ଶିକ୍ଷକ ରହିଥିଲେ । ସେ ମୋଟର ସାଇକେଲ ଯୋଗେ ବିନପୁର ରୁ ତରବୋଡ ନବୋଦୟ ସ୍କୁଲ କୁ ତାଙ୍କ ପୁଅ କୁ ସାକ୍ଷାତ କରିବା ପାଇଁ ଯାଉଥିବାବେଳେ ରଜନା ଗାଁ ନିକଟ ରେ ଭାରସାମ୍ୟ ହରାଇ ଏକ ଡମ୍ପର ଗାଡି ରେ ପିଟି ହୋଇଯାଇଥିଲେ । ଯାହାଫଳ ରେ ଗୁରୁତ୍ତର ଭାବରେ ପ୍ରଥମେ ନୁଆପଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ କୁ ନେଇଥିଲେ ।ପରେ ତାଙ୍କ ସ୍ବାସ୍ଥ୍ୟ ରେ ଅବନତି ଘଟିବା ରୁ ତାଙ୍କୁ ବୁର୍ଲା ହସପିଟଲ କୁ ସ୍ଥାନାନ୍ତରିତ କରାଯାଇଥିଲା । ବୁର୍ଲା ହସପିଟଲ ରେ ପ୍ରଧାନ ଶିକ୍ଷକ ଦୃବଲ ସୁନାନୀ ଙ୍କ ମୃତ୍ୟୁ ଘଟିଛି ।ଏହି ଖବର ଜାଣିବା ପରେ ରୁନିବସା ଗାଁ ରେ ଆଜି ତାଙ୍କ ଆତ୍ମା ର ସତଗତି ନିମନ୍ତେ ବୋଡେନ ଇନଚାର୍ଜ ବିଇଓ ପ୍ରେମାନନ୍ଦ ନାଏକ ଙ୍କ ନେତୃତ୍ବ ରେ ଏକ ନୀରବ ପ୍ରାଥନା କରାଯାଇଥିଲା ।ନୂଆପଡା ରୁ ସୁଜିତ କୁମାର ପ୍ରଧାନ ଙ୍କ ରିପୋର୍ଟ

Related posts

ଗୀତାଞ୍ଜଳି ପୃଷ୍ଟି ଙ୍କ କବିତା ମାଟିର ବାସ୍ନା

Sunil Chandra Nayak

ଅନ୍ନପୂର୍ଣା ସାହୁ ଙ୍କ କବିତା ଶ୍ରଦ୍ଧାଞ୍ଜଳି

Sunil Chandra Nayak

ତାଲୁକ ଆଇନ ସେବା ସମିତି ଧର୍ମଗଡ ତରଫରୁ ମହାମାରୀ ଅଧିନିୟମ ଓ କୋଭିଡ-୧୯ ଗାଇଡଲାଇନ ଉପରେ ଆଇନ ସଚେତନତା କାର୍ଯ୍ୟକ୍ରମ

Sunil Chandra Nayak

Leave a Comment

error: Content is protected !!