ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ବଜ୍ରକାପ୍ତା ଜବତ 3 ଗିରଫ

ନୂଆପଡା ଜିଲ୍ଲା ଖଡ଼ିଆଳ ବ୍ଲକ ବନଖଣ୍ଡ ଅଧିକାରୀ ଶ୍ରୀ ତ୍ରିପାଠୀଙ୍କ ନିର୍ଦେଶ କ୍ରମେ ସିନାପାଲି ବନାଞ୍ଚଲ ଅଧିକାରୀ ବିମଲ ପ୍ରକାଶ ଟୁକନୁ ବଜ୍ରକାପ୍ତା ଜବତ କରିବା ସହ ତିନିଜଣଙ୍କୁ ଗିରଫ କରିଛନ୍ତି l ସୂଚନା ଅନୁଯାଇ ଶ୍ରୀ ତ୍ରିପାଠୀଙ୍କ ନିର୍ଦେଶ କ୍ରମେ ସିନାପାଲି ବନାଞ୍ଚଲ ଅଧିକାରୀ ବିମଲ ପ୍ରକାଶ ଟୁକନୁ ଙ୍କ ନେତୃତ୍ୱରେ ବୋଡେ଼ନ ବ୍ଲକ କରଙ୍ଗମାଳ ଗ୍ରାମଠାରେ ଏକ ବ୍ରଜକାପ୍ତା ଜବତ କରିବା ସହ ତିନି ଜଣଙ୍କୁ ଗିରଫ କରିଛନ୍ତି l ଗିରଫ ଅଭିଯୁକ୍ତ ମାନେ ହେଲେ ବୋଡେ଼ନ ବ୍ଲକ ଅନ୍ତର୍ଗତ ମlକରବିର୍ଲି ଗ୍ରାମର ମୀନ ବାଗ (54), ପୂର୍ଣ୍ଣ ମାଝୀ (30), ଯମୁନା ପ୍ରସାଦ ବାଗ (22)ବୋଲି ଜଣାପଡିଛି l ଏନେଇ ସିନାପାଲି ବନାଞ୍ଚଳ ଅଧିକାରୀ ଟୁକୁନୁଙ୍କୁ ପଚାରି ବୁଝିବାରୁ ତଦନ୍ତ ଜାରି ରହିଛି ତଦନ୍ତ ପରେ ସବୁ ଜଣାପଡିବ ବୋଲି କହିଥିଲେ l ନୂଆପଡା ରୁ ସୁଜିତ କୁମାର ପ୍ରଧାନ ଙ୍କ ରିପୋର୍ଟ

Related posts

ବାଲେଶ୍ବର – ଶିକ୍ଷା ପାଇଁ ଗରିବୀ କେବେ ପ୍ରତିବନ୍ଧକ ନୁହେଁ, କହିଲେ ବିଧାୟକ

Sunil Chandra Nayak

ପୂର୍ବତନ ସାଂସଦ ସୁବାସ ଚନ୍ଦ୍ର ନାୟକଙ୍କ ପରଲୋକ, ୧୯୪୭ ଅଗଷ୍ଟ ୧୫ରେ ଜନ୍ମ ଗ୍ରହଣ କରିଥିଲେ l

masiha

ଗୋଡ଼ଭଂଜା ଗୋଳେଇ ଛକଠାରେ ଅହିଂସା ରଥ ସ୍ୱାଗତ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ 

Sunil Chandra Nayak

Leave a Comment

error: Content is protected !!