ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ତୁମୁରା ଗ୍ରାମର ଜଣେ ଯୁବକ ଙ୍କ ବିସଖାଇ ଆତ୍ମହତ୍ୟା 

ଗୋଳାମୁଣ୍ଡା କଳାହାଣ୍ଡି ଜିଲ୍ଲା ଗୋଳାମୁଣ୍ଡା ଥାନା ଅନ୍ତର୍ଗତ ତୁମୁରା ଗ୍ରାମ ଠାରେ ସୋନୁ ସାହୁ ନାମକ ଜଣେ ଯୁବକ କୋଣସି କାରଣ କୁ ନେଇ ବିଷ ଖାଇ ଘରେ ସୋଇଥିବା ସମୟରେ ତାଙ୍କୁ ବାନ୍ତି ହେବାରୁ ପରିବାର ଲୋକେ ପ୍ରଥମରେ ଗୋଳାମୁଣ୍ଡା ହସ୍ପିଟାଲ ଓ ପରେ ଧର୍ମଗଡ଼ ହସ୍ପିଟାଲ ନେଇଥିଲେ ,ଏହାଦେଖି ଡ଼ାକ୍ତର ଏହା ବିସକ୍ରିୟା ମାମଲା ବୋଲି କହିଥିଲେ ଓ ଜିଲ୍ଲା ମୁଖ୍ୟ ଡ଼ାକ୍ତର ଖାନାକୁ ସ୍ଥାନାନ୍ତରିତ କରିବାରୁ ସେଠାରେ ତାଙ୍କର ମୃତ୍ୟୁ ହୋଇଥିଲା ଫଳରେ ପୋଲିସ କୁ ଖବର ଦେବାରୁ ଗୋଳାମୁଣ୍ଡା ପୋଲିସ ପହଂଚି ଶବ ଜବତ କରି ଏକ ଅପମୃତ୍ୟୁ ମାମଲା କରିବା ପରେ ଶବ ବ୍ୟବଛେଦ କରି ପରିବାର ଲୋକଙ୍କୁ ହସ୍ତାନ୍ତର କରିବାରୁ ଘରକୁ ଶବ ଆଣିବାକୁ ଅସମର୍ଥ ହେବାରୁ କଳାହାଣ୍ଡି ସୋସିଆଲ ବେଲଫର ସଂସ୍ଥା ସାହାଯ୍ୟରେ ଭବାନୀପାଟଣା ଠାରେ ଶବ ଅନ୍ତିମ ସସ୍କାର କରିଥିଲେ  । ଦାମୋଦର ଦାସ ଙ୍କ ରିପୋର୍ଟ

Related posts

ରୋଟାରୀ କ୍ଲବ ଷ୍ଟିଲ ସିଟି ତରଫରୁ ବନମହୋତ୍ସବ ସପ୍ତାହ ପାଳନ

Sunil Chandra Nayak

ଡ଼ାକ୍ତରଖାନାରେ ଅଦ୍ଭୁତ ଶିଶୁ କନ୍ୟାର ଜନ୍ମ

Sunil Chandra Nayak

ନବରଙ୍ଗପୁର ନିପା ତରଫରୁ ପାଷ୍ଟର କେୟାର ସମ୍ମିଳନୀ ଅନୁଷ୍ଠିତ

Sunil Chandra Nayak

Leave a Comment

error: Content is protected !!