ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ତେରେସିଂହା ୧୯୯୫ ମାଟ୍ରିକ ବ୍ୟାଚ୍ ର ବନ୍ଧୁମିଳନ

ତେରେସିଂହା ୧୯୯୫ ମାଟ୍ରିକ ବ୍ୟାଚ୍ ର ବନ୍ଧୁମିଳନ

କର୍ଲାମୁଣ୍ଡା: କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ଅନ୍ତର୍ଗତ ତେରେସିଂହା ସରକାରୀ ଉଚ୍ଚ ବିଦ୍ୟାଳୟ, ତେରେସିଂହା ୧୯୯୫ ମାଟ୍ରିକ ବ୍ୟାଚ୍ ର ଛାତ୍ର ମାନଙ୍କୁ ନେଇ ବନ୍ଧୁମିଳନ କାର୍ଯ୍ୟକ୍ରମ ନିକଟସ୍ଥ ପୁଟିଗାଁ ଶୈବ ପୀଠ ଠାରେ ଅନୁଷ୍ଠିତ ହୋଇଯାଇଛି l ଏଥିରେ ପୁରାତନ ଛାତ୍ର ମାନେ ଏକତ୍ରିତ ହୋଇ ଥିବା ଯୋଗୁ ନାହିଁ ନ ଥିବା ଖୁସି ଦେଖିବାକୁ ମିଳିଥିଲା l ଅତୀତ ର ସ୍ମୃତି କୁ ମନେପକାଇ ନିଜ ନିଜ ର ସ୍ମୃତି କୁ ବଖାଣି ଥିଲେ l ଦୀର୍ଘ ଦିନ ପରେ ଏକତ୍ରିତ ହୋଇ ଥିବା ଯୋଗୁ ଖୁସିରେ ମସଗୁଲ ହୋଇ ଯାଇଥିଲେ । ବନ୍ଧୁ ମାନଙ୍କ ମଧ୍ୟରେ କିଏ ଶ୍ରମିକ, କୃଷକ, ଶିକ୍ଷକ, ବ୍ୟବସାୟୀ, ମିସ୍ତ୍ରୀ, ବାଦ୍ୟକାର, କବି ବନ୍ଧୁ ରହିଥିବାରୁ ପିକନିକ୍ ସ୍ପଟ୍ ରେ ଏକ ନିଆରା ମାହୋଲ ଦେଖିବାକୁ ମିଳିଥିଲା l

କର୍ଲାମୁଣ୍ଡାରୁ ସୁଶାନ୍ତ ରଣାଙ୍କ ରିପୋର୍ଟ, ମସୀହା

Related posts

ପୋଲିସ ଗାଡି ଧକ୍କାରେ ଆଦିବାସୀ ମହିଳାଙ୍କ ମୃତ୍ୟୁ ଘଟଣା , କଳାହାଣ୍ଡି ଏସ୍ ପି ଓ ପୋଲିସ ଡିଜିଙ୍କୁ ନୋଟିସ ଜାରି କଲେ ଏନ୍,ଏଚ୍,ଆର,ସି

Sunil Chandra Nayak

ଢେଙ୍କାନାଳର ସର୍ବ ପୁରାତନ ଶିକ୍ଷା କେନ୍ଦ୍ର ବାଣୀଶ୍ରୀ ଟ୍ୟୁ ଟରିଆଲ୍ ପରିସରରେ ବର୍ଣ୍ଣାଢ଼୍ୟ ୭୯ତମ ସ୍ଵାଧୀନତା ଦିବସ -୨୦୨୫ ଉତ୍ସବ ପାଳିତ 

Sunil Chandra Nayak

କାଂଚନ ବଜାରରେ ପାଣି ସମସ୍ୟାକୁ ନେଇ ମହିଳା ମାନେ କନିଷ୍ଠ ଯନ୍ତ୍ରୀଙ୍କୁ ଅଭିଯୋଗ

masiha

Leave a Comment

error: Content is protected !!