ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ତେରେସିଂହା ୧୯୯୫ ମାଟ୍ରିକ ବ୍ୟାଚ୍ ର ବନ୍ଧୁମିଳନ

ତେରେସିଂହା ୧୯୯୫ ମାଟ୍ରିକ ବ୍ୟାଚ୍ ର ବନ୍ଧୁମିଳନ

କର୍ଲାମୁଣ୍ଡା: କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ଅନ୍ତର୍ଗତ ତେରେସିଂହା ସରକାରୀ ଉଚ୍ଚ ବିଦ୍ୟାଳୟ, ତେରେସିଂହା ୧୯୯୫ ମାଟ୍ରିକ ବ୍ୟାଚ୍ ର ଛାତ୍ର ମାନଙ୍କୁ ନେଇ ବନ୍ଧୁମିଳନ କାର୍ଯ୍ୟକ୍ରମ ନିକଟସ୍ଥ ପୁଟିଗାଁ ଶୈବ ପୀଠ ଠାରେ ଅନୁଷ୍ଠିତ ହୋଇଯାଇଛି l ଏଥିରେ ପୁରାତନ ଛାତ୍ର ମାନେ ଏକତ୍ରିତ ହୋଇ ଥିବା ଯୋଗୁ ନାହିଁ ନ ଥିବା ଖୁସି ଦେଖିବାକୁ ମିଳିଥିଲା l ଅତୀତ ର ସ୍ମୃତି କୁ ମନେପକାଇ ନିଜ ନିଜ ର ସ୍ମୃତି କୁ ବଖାଣି ଥିଲେ l ଦୀର୍ଘ ଦିନ ପରେ ଏକତ୍ରିତ ହୋଇ ଥିବା ଯୋଗୁ ଖୁସିରେ ମସଗୁଲ ହୋଇ ଯାଇଥିଲେ । ବନ୍ଧୁ ମାନଙ୍କ ମଧ୍ୟରେ କିଏ ଶ୍ରମିକ, କୃଷକ, ଶିକ୍ଷକ, ବ୍ୟବସାୟୀ, ମିସ୍ତ୍ରୀ, ବାଦ୍ୟକାର, କବି ବନ୍ଧୁ ରହିଥିବାରୁ ପିକନିକ୍ ସ୍ପଟ୍ ରେ ଏକ ନିଆରା ମାହୋଲ ଦେଖିବାକୁ ମିଳିଥିଲା l

କର୍ଲାମୁଣ୍ଡାରୁ ସୁଶାନ୍ତ ରଣାଙ୍କ ରିପୋର୍ଟ, ମସୀହା

Related posts

ରାୟଗଡା ସ୍ଵୟଂଶାସିତ ମହାବିଦ୍ୟାଳୟର ୫୮ତମ ପ୍ରତିଷ୍ଠା ଦିବସ ପାଳିତ 

masiha

ନର୍ଲା ସତସଙ୍ଗ କେନ୍ଦ୍ରରେ ପ୍ରେସ୍ ମିଟ ଆସନ୍ତା ୧୧ ଫେବୃଆରୀ ହେବ ପ୍ରତିଷ୍ଠା ଉତ୍ସବ

masiha

ସୀମାରେ ସୁରକ୍ଷା, ସମାଜରେ ଜୀବନଦାନ: ବୀର ଯବାନଙ୍କ ମହାନତା

Leave a Comment

error: Content is protected !!