ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜିଲ୍ଲାପାଳଙ୍କ ମହାନତା 

ଜିଲ୍ଲାପାଳଙ୍କ ମହାନତା 

ନୂଆପଡା, ସୋମବାର ଭେଳା ଗାଁର ନବ ଜନ୍ମିତ ଝିଅ ପରିବାର ଘର୍ କୁ ଯାଇ ନବ ଜନ୍ମିତ ଝିଅ ପରିବାର ସହ ଗଛ ଲଗାଇ ଝିଅଟିଏ ଗଛ ଟିଏ କାର୍ଯ୍ୟକ୍ରମ ଶୁଭାରମ୍ଭ କରିଛନ୍ତି ନୂଆପଡ଼ା ଜିଲ୍ଲାପାଳ। ନୂଆପଡ଼ା ଜିଲ୍ଲାପାଳ ସମ୍ ବାର୍ ଭେଳା ପଞ୍ଚାୟତ ସଦର ମହ୍ କୁମାର୍ ଗାୟତ୍ରୀ ପାଟ କୀନାରି, ଲକ୍ଷ୍ମୀ ମାଝୀ, ଲଳିତା ମାଝୀ, ଙ୍କ ଘରେ କିଛି ଦିନ ହେବ ଶିଶୁ କନ୍ୟା ହଇଥିବା ବେଳେ ଏହିପରିବାର ଘରକୁ ଯାଇ ନୂଆପଡ଼ା ଜିଲ୍ଲାପାଳ ମଧୁସୂଦନ ଦାସ ପରିବାର ସହ ମିଶି ଝିଆପାଇ ଗୋଟିଏ ଲେଖାଏଁ ଗଛ ଲଗାଇଛନ୍ତି। ଜିଲ୍ଲାପାଳ ସହ ବିଭିନ୍ନ ଜିଲ୍ଲା ସ୍ତରୀୟ ଅଧିକାରୀ ସମେତ ଡି ଏଫ୍ ଓ ଅଜୀଜ ଖାନ କୋମନା ବିଡ଼ିଓ ହେମନ୍ତ ପୁଟା, ପଞ୍ଚାୟତ ସମିତି ଅଧ୍ୟକ୍ଷା ଅନୁ ସୟା କୁମ୍ଭାର ସ୍ଥାନୀୟ ସରପଞ୍ଚ ବିମଳ ଯୋଶୀ ରେଞ୍ଜର ଦେବଦତ୍ତ ସୁତାର ସମେତ ବୁଦ୍ଧିଜୀବୀ କୋମନା ବ୍ଲକ ପ୍ରଶାସନ ର କର୍ମକର୍ତ୍ତା ଉପସ୍ଥିତ ଥିଲେ ।

ନୂଆପଡା ରୁ ସୁଜିତ କୁମାର ପ୍ରଧାନ ଙ୍କ ରିପୋର୍ଟ

Related posts

କ୍ରୀଡା ନିମନ୍ତେ ନବରଙ୍ଗପୁର ଜିଲ୍ଲା କିନ୍ନର ସଂଘ ଦ୍ୱାରା ଆର୍ଥିକ ସହାୟତା

Sunil Chandra Nayak

ସତନ୍ତ୍ର ଉନ୍ନୟନ ପରିଷଦ ବ୍ଲକ ସ୍ତରିୟ ଖେଳ ପ୍ରତିଯୋଗିତା

masiha

ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ର ପରିସରରେ ଚକ୍ଷୁ ଚିକିତ୍ସା ପାଇଁ ନିର୍ମାଣାଧୀନ ଗୃହ କାର୍ଯ୍ୟ ନିମ୍ନମାନର ଓ ବେପରୁଆ କାମ

masiha

Leave a Comment

error: Content is protected !!