ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ତେରେସିଂହାର ନୀଳମଣି ରଣାଙ୍କ ପରଲୋକ

ତେରେସିଂହାର ନୀଳମଣି ରଣାଙ୍କ ପରଲୋକ

କର୍ଲାମୁଣ୍ଡା: କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ଅନ୍ତର୍ଗତ ତେରେସିଂହା ଗ୍ରାମ ରାଧାବଲ୍ଲଭ ପଡ଼ାର ନୀଳମଣି ରଣାଙ୍କ ଆଜି ପରଲୋକ ହୋଇଯାଇଛି l ମୃତ୍ୟୁ ବେଳକୁ ତାଙ୍କୁ ୮୧ ବର୍ଷ ବୟସ ହେଉଥିଲା l ସ୍ଵର୍ଗତ ରଣା ଜଣେ ଧର୍ମପରାଣ ଓ ପରୋପକାରୀ ବ୍ୟକ୍ତି ଥିଲେ l ତେଲନଦୀ ସ୍ଥିତ ଶ୍ମାଶନରେ ତାଙ୍କର ଅନ୍ତିମ ଶବସତ୍କାର କରାଯାଇଥିଲା l ତାଙ୍କର ଏକ ମାତ୍ର ପୁତ୍ର ଅରୁଣ ରଣା ମୁଖାଗ୍ନୀ ଦେଇଥିଲେ l ତାଙ୍କରି ବିୟୋଗରେ ବନ୍ଧୁ ପ୍ରିୟଜନ ସମେତ ରାଧାବଲ୍ଲଭ ନାଟ୍ୟ ସଂସଦ ତଥା ଗ୍ରାମରେ ଶୋକର ଛାୟା ଖେଳି ଯାଇଛି l

କର୍ଲାମୁଣ୍ଡାରୁ ସୁଶାନ୍ତ ରଣାଙ୍କ ରିପୋର୍ଟ, ମସୀହା

Related posts

ବସ୍ତା ଅଞ୍ଚଳ ର ସମାଚାର

masiha

ପୁଅ ବହୁ ହେବ ତ ଏମିତି

କଙ୍କଡାହାଡ ବ୍ଲକରେ ଚତୁର୍ଥ ସମିତି ସାଧାରଣ ଅଧିବେଶନ ଅନୁଷ୍ଠିତ

Sunil Chandra Nayak

Leave a Comment

error: Content is protected !!