ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ତେରେସିଂହାର ନୀଳମଣି ରଣାଙ୍କ ପରଲୋକ

ତେରେସିଂହାର ନୀଳମଣି ରଣାଙ୍କ ପରଲୋକ

କର୍ଲାମୁଣ୍ଡା: କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ଅନ୍ତର୍ଗତ ତେରେସିଂହା ଗ୍ରାମ ରାଧାବଲ୍ଲଭ ପଡ଼ାର ନୀଳମଣି ରଣାଙ୍କ ଆଜି ପରଲୋକ ହୋଇଯାଇଛି l ମୃତ୍ୟୁ ବେଳକୁ ତାଙ୍କୁ ୮୧ ବର୍ଷ ବୟସ ହେଉଥିଲା l ସ୍ଵର୍ଗତ ରଣା ଜଣେ ଧର୍ମପରାଣ ଓ ପରୋପକାରୀ ବ୍ୟକ୍ତି ଥିଲେ l ତେଲନଦୀ ସ୍ଥିତ ଶ୍ମାଶନରେ ତାଙ୍କର ଅନ୍ତିମ ଶବସତ୍କାର କରାଯାଇଥିଲା l ତାଙ୍କର ଏକ ମାତ୍ର ପୁତ୍ର ଅରୁଣ ରଣା ମୁଖାଗ୍ନୀ ଦେଇଥିଲେ l ତାଙ୍କରି ବିୟୋଗରେ ବନ୍ଧୁ ପ୍ରିୟଜନ ସମେତ ରାଧାବଲ୍ଲଭ ନାଟ୍ୟ ସଂସଦ ତଥା ଗ୍ରାମରେ ଶୋକର ଛାୟା ଖେଳି ଯାଇଛି l

କର୍ଲାମୁଣ୍ଡାରୁ ସୁଶାନ୍ତ ରଣାଙ୍କ ରିପୋର୍ଟ, ମସୀହା

Related posts

ଷ୍ଟର୍ମ ୱାଟର ଡ୍ରେନେଜ୍ ସିଷ୍ଟମ୍ ପ୍ରକଳ୍ପର ମାଷ୍ଟର୍ ପ୍ଲାନ୍ ପାଇଁ ବୁଝାମଣା ପତ୍ର ସ୍ଵାକ୍ଷରିତ

Sunil Chandra Nayak

ଅଚିନ୍ତା ନିଦରେ ଶୋଇଛି ଗ୍ରାମ୍ୟ ଉନ୍ନୟନ ବିଭାଗ ଲୋକେ ହେଉଛନ୍ତି ହନ୍ତସନ୍ତ

Sunil Chandra Nayak

ଭାରତୀୟ ମଜଦୂର ସଂଘ ର ବାର୍ଷିକ ସମ୍ମିଳନୀ 

masiha

Leave a Comment

error: Content is protected !!