ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଜନୀତି

ନୂତନ ମଣ୍ଡଳ ସଭାପତି ମାନଙ୍କୁ ସ୍ବାଗତଂ ସମର୍ଦ୍ଧନା

ନୂତନ ମଣ୍ଡଳ ସଭାପତି ମାନଙ୍କୁ ସ୍ବାଗତଂ ସମର୍ଦ୍ଧନା

ଜୁନାଗଡ଼,୧/୨(ମନୀସ)ଜୁନାଗଡ଼ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ କେନ୍ଦୁପାଟି ସ୍ଥିତ ରୁଠା ଜଙ୍ଗଲ ଠାରେ ନୂତନ ମଣ୍ଡଳ ସଭାପତି ଓ ମଣ୍ଡଳ ପ୍ରତିନିଧି ମାନଙ୍କୁ ସମର୍ଦ୍ଧନା କରାଯାଇଛି l ଏହି ସଭା ରେ ବି ଜେ ପି ନେତା ହିମାଂଶୁ ଶେଖର ମେହେର ପୂର୍ଵତନ ବ୍ଲକ ଅଧକ୍ଷ ମନୋଜ କୁମାର ମେହେର ଜୁନାଗଡ଼ ନିର୍ବାଚନ ମଣ୍ଡଳୀ ର ସମସ୍ତ ମଣ୍ଡଳ ର ନବ ନିର୍ବାଚିତ ମଣ୍ଡଳ ସଭାପତି ମାନଙ୍କୁ ସ୍ୱାଗତ ସମ୍ଭାର୍ଦ୍ଧନା କରିଥିଲେ l

ଏହି ସଭା ରେ ଉପସ୍ଥିତ ଥିଲେ ଓବିଶି ମୋର୍ଚା ସାଧାରଣ ସମ୍ପାଦକ ଟଙ୍କଧର ନାଏକ, ରାଜ୍ୟପରିଷଦ ସଦସ୍ୟ କାଳିନ୍ଦୀ ପାଣିଗ୍ରାହୀ, ଆଇନଜୀବୀ ହିମାଂଶୁ ବରାଡ଼, ପୂର୍ବତନ ବ୍ଲକ ଅଧକ୍ଷ୍ୟା ନୁର୍ଯା ମାଝୀ, ଜିଲ୍ଲା ମହିଳା ମୋର୍ଚା ସମ୍ପାଦିକା କାଞ୍ଚନ ବାଗ ବିଭିନ୍ନ ମଣ୍ଡଳ ରୁ ଆସିଥିବା ସମସ୍ତ କାର୍ଯ୍ୟକର୍ତା ପଦାଧିକାରୀ ସମସ୍ତେ ଉପସ୍ଥିତ ରହି ନୂତନ ମଣ୍ଡଳ ସଭାପତି ମାନଙ୍କୁ ସ୍ୱାଗତ କରିଥିଲେ l 

ଜୁନାଗଡ଼ ରୁ ନରେନ୍ଦ୍ର କ୍ଷିତି ଙ୍କ ରିପୋର୍ଟ୍ 

Related posts

ବିଜେଡି-ବିଜେପି ଏଠି କଳି, ସେଇଠି କୋଳାକୋଳି- ଭୂପେଶ ବାଘେଲ     

masiha

ରଘୁନାଥପାଲୀ ବିଜେପି ପଶ୍ଚିମ ମଣ୍ଡଳର ବୈଠକ

ଜିଲ୍ଲା କଂଗ୍ରେସ କମିଟି ର ସାମ୍ବାଦିକ ସମ୍ମିଳନୀ 

Sunil Chandra Nayak

Leave a Comment

error: Content is protected !!