ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଜନୀତି

ରୂପ୍ରା ରୋଡ ରେ ବିଜେଡ଼ିର ୨୮ତମ ପ୍ରତିଷ୍ଠା ଦିବସପାଇଁ ପ୍ରସ୍ତୁତି ବୈଠକ

ରୂପ୍ରା ରୋଡ ରେ ବିଜେଡ଼ିର ୨୮ତମ ପ୍ରତିଷ୍ଠା ଦିବସପାଇଁ ପ୍ରସ୍ତୁତି ବୈଠକ

ବିଜୁ ଜନତା ଦଳର ୨୮ତମ ପ୍ରତିଷ୍ଠା ଦିବସ ଉପଲକ୍ଷେ ରୂପ୍ରା ରୋଡ ଠାରେ ନର୍ଲା ବିଧାୟିକା ଶ୍ରୀମତୀ ମନୋରମା ମହାନ୍ତି ଙ୍କ ସଭାପତିତ୍ବରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା l ବିଜୁ ଜନତା ଦଳର ରାଜ୍ୟ ସଭାପତି ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କର୍ମେ ଆସନ୍ତା ୨୬/୧୨/୨୦୨୪ ରିଖ ଦିନ ନର୍ଲା ନିର୍ବାଚନ ମଣ୍ଡଳୀ ସ୍ତରୀୟ ରୁପ୍ରା ରୋଡ ଠାରେ ୨୮ତମ ପ୍ରତିଷ୍ଠା ଦିବସ ପାଳନ କରିବା ପାଇଁ ଆଲୋଚନା କରାଗଲା ଏଥିରେ ନର୍ଲା ବ୍ଲକ୍ ଅଧ୍ୟକ୍ଷ ଦୁର୍ଗାପ୍ରସାଦ ମହାନ୍ତି,ରାଜ୍ୟ ସରପଞ୍ଚ ସଂଘ ର ସଭାପତି ରୋମଞ୍ଚଳ ସାହୁ, ନର୍ଲା ବ୍ଲକ୍ ସରପଞ୍ଚ ସଂଘ ର ସଭାପତି ଅନ୍ତରମ୍ ମାଝୀ,ଜିଲ୍ଲା ଛାତ୍ର ଉପ ସଭାପତି ଗୋବିନ୍ଦ ତାଣ୍ଡି, ନର୍ଲା ବ୍ଲକ୍ ଛାତ୍ର ସଭାପତି ଘାସିରାମ ସାହୁ, ଭିମକେଲା ର ସରପଞ୍ଚ ପ୍ରତିନିଧି ଜୟନ୍ତ ଗୌଡ଼,ବାଗ ପୁର ର ସରପଞ୍ଚ ଗୋପାଳ ହାତୀ,ରୁପ୍ରା ରୋଡ ସରପଞ୍ଚ ହେମନ୍ତ ଭୋଇ,ସମେତ ବିଜୁ ଜନତା ଦଳର ସମସ୍ତ ସରପଞ୍ଚ,ସମସ୍ତ ସମିତି ସଭ୍ୟ ସଭ୍ୟା ଓ ନର୍ଲା ବ୍ଲକ୍ ର ବିଜୁ ଜନତା ଦଳର ସମସ୍ତ ପଞ୍ଚାୟତ ସଭାପତି ଏବଂ କର୍ମୀ ଉପସ୍ଥିତ ଥିଲେ l

ଦୀପକ୍ ଠାକୁର ଙ୍କ ରିପୋର୍ଟ୍ 

Related posts

ହେମ ପ୍ରସାଦ ରାଜ୍ୟ ଯୁବ କଂଗ୍ରେସ ସୋସିଆଲ ମିଡ଼ିଆ କାର୍ଯ୍ୟକାରୀ ସଦସ୍ୟ ମନୋନିତ

Sunil Chandra Nayak

ବିଜୁ ପଟ୍ଟନାୟକଙ୍କ ୧୦୭ ତମ ଜୟନ୍ତୀ ଉପଲକ୍ଷେ ବିଶାଳ ମହିଳା ସମାବେଶ

Sunil Chandra Nayak

ରାଇରଙ୍ଗପୁର ନଗର ବିଜେଡି ସଭାପତି ଭାବେ ବିଶ୍ବଜିତ ପଣ୍ଡା(ଟନି)ନିଯୁକ୍ତ

Sunil Chandra Nayak

Leave a Comment

error: Content is protected !!