ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଜନୀତି

ଗୋଲାମୁଣ୍ଡା ମଣ୍ଡି ଠାରେ ମଣ୍ଡଳ ବିଜେପି ର ପ୍ରବାସ କାର୍ଯ୍ୟକ୍ରମ ଓ ସାଙ୍ଗଠନିକ ବୈଠକ ଅନୁଷ୍ଠିତ

କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ସ୍ଥିତ ମଣ୍ଡି ଠାରେ ଗୋଲାମୁଣ୍ଡା ମଣ୍ଡଳ ବିଜେପି ର ପ୍ରବାସ କାର୍ଯ୍ୟକ୍ରମ ଓ ସାଙ୍ଗଠନିକ ବୈଠକ ଅନୁଷ୍ଠିତ ହୋଇଯାଇଛି।. ଆଗକୁ ନିର୍ବାଚନ ଆସୁଥିବା ବେଳେ ବର୍ତ୍ତମାନ ରୁ ଭାରତୀୟ ଜନତା ପାର୍ଟି ତୃଣମୂଳ ସ୍ତରରେ ଦଳକୁ ସଂଗଠିକ କରିବା ପାଇଁ ବିଭିନ୍ନ ସ୍ଥାନରେ ବୈଠକ ମାନ କରୁଥିବା ବେଳେ ଆଜି ଗୋଲାମୁଣ୍ଡା ମଣ୍ଡି ରେ ସାଙ୍ଗଠନିକ ବୈଠକ କରିଥିବା ଦେଖିବାକୁ ମିଳିଛି. । କାର୍ଯ୍ୟକ୍ରମ ରେ ମଣ୍ଡଳ ସଭାପତି ପ୍ରଦୀପ କୁମାର ପଣ୍ଡା ଙ୍କ ନେତୃତ୍ୱରେ ନମିତା ରାଣୀ ସାହୁ, ଵୃଷଭ ନାଏକ,ନିରୁପମା ନାଏକ,ପବିତ୍ର ଚଳାନ,ଦୁଃଶାସନ ବାଗ, ନକୁଳ ରାଉତ,ସାଲେବାନ ମଙ୍ଗରାଜ,ବୈଶାଖୁ କେତକୀ,ଶ୍ୟାମ ସୁନ୍ଦର ଅଗ୍ରୱାଲ ସମେତ ଅନେକ ଦଳୀୟ କର୍ମକର୍ତ୍ତା ଙ୍କ ଉପସ୍ଥିତି ରେ ଦଳ କୁ ତୃଣମୂଳ ସ୍ତରରେ ମଜଭୁତ କରିବା ନେଇ ଆଲୋଚନା କରିଥିଲେ।

ଢଗ ନାଏକ ଙ୍କ ରିପୋର୍ଟ 

Related posts

ଲାଞ୍ଜିଗଡ଼ ବିଜେଡି ପକ୍ଷରୁ ବିଶ୍ଵନାଥପୁର ଠାରେ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ୨୬ତମ ତିରୋଧାନ ଦିବସ ପାଳନ

Sunil Chandra Nayak

ଲକ୍ଷ୍ମୀପୁର ବିଜେଡ଼ି ଦଳ ବିଜେପି ଉପରେ ଆକ୍ଷେପ ଆଣି ସାମ୍ବାଦିକ ସମ୍ମିଳନୀ

masiha

ସାମ୍ପ୍ରତିକ ରାଜନୀତି ରେ “ଚାଟୁକାରିତା “ଏକ ବଡ଼ ଚାରିତ୍ରିକ ଆଵଶ୍ୟକତା ନା ବାଧ୍ୟ ବାଧକତା ? ନବୀନ ନନ୍ଦ, ପୁର୍ବତନ ବିଧାୟକ ଙ୍କ ସ୍ମୃତି ଓ ଅନୁଭୂତି

Sunil Chandra Nayak

Leave a Comment

error: Content is protected !!