ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଜନୀତି

ଅଟଳ ବିହାରୀ ବାଜପେୟୀଙ୍କ ଉଦ୍ଦେଶ୍ୟରେ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ 

ଅଟଳ ବିହାରୀ ବାଜପେୟୀଙ୍କ ଉଦ୍ଦେଶ୍ୟରେ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ 

କୋକସରା,୧୮/୮ // କଳାହାଣ୍ଡି ଜିଲ୍ଲା ଭାରତୀୟ ଜନତା ପାର୍ଟି କୋକସରା ବ୍ଲକ କୋକସରା ମଣ୍ଡଳ ପକ୍ଷରୁ ଦଲୀୟ କାର୍ଯ୍ୟାଳୟ ଠାରେ ଶୁକ୍ରବାର ଭୁତପୂର୍ବ ପ୍ରଧାନମନ୍ତ୍ରୀ ସ୍ବର୍ଗତ ଅଟଳ ବିହାରୀ ବାଜପେୟୀଙ୍କ ଉଦ୍ଦେଶ୍ୟରେ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଥିଲା। କାର୍ଯ୍ୟକ୍ରମକୁ ମଣ୍ଡଳ ଉପ ସଭାପତି ମୁକୁନ୍ଦ ପଟ୍ଟନାୟକଙ୍କ ସଭାପତିତ୍ୱରେ ମଣ୍ଡଳ ପ୍ରଭାରୀ ଗରୁଡ଼ ଧ୍ଵଜ ମାଝୀ, ମଣ୍ଡଳ ସାଧାରଣ ସମ୍ପାଦକ ତ୍ରିନାଥ ଶବର କୃଷକ ମୋର୍ଚ୍ଚା ସଭାପତି ବିପିନ ବିହାରୀ ମହାରଣା, ସମ୍ପାଦକ ମୋତିଲାଲ ନାଏକ, ପ୍ରମୋଦ କୁମାର ପ୍ରଧାନୀ ଭାବଗ୍ରାହୀ ପ୍ରଧାନୀ, ସୁଶିଲ କୁମାର ପାଢ଼ୀ, ଧର୍ମାନନ୍ଦ ନେଗି ଯୁବମୋର୍ଚ୍ଚା ସାଧାରଣ ସମ୍ପାଦକ ବସନ୍ତ ନାଗ, ନବୀନ ପ୍ରଧାନି ଦେବିସିଂ କେତକୀ ସାରଳା ପ୍ରଧାନି ପ୍ରମୁଖ ଉପସ୍ଥିତ ରହି ଭାରତ ରତ୍ନ ଅଟଳ ଜି ଙ୍କ ସ୍ମୃତିକୁ ଉଜାଗର କରିବା ସହ ଭାରତୀୟ ଦେଶବାସୀଙ୍କୁ ଅଟଳ ଜିଙ୍କ ବଳିଦାନ ଓ ତ୍ୟାଗ ବିଷୟରେ ସ୍ମୃତି ଅବଲୋକନ କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।

ମସିହା ନିୟୁଜ ସର୍ଭିସ୍ 

Related posts

ପ୍ରାର୍ଥୀପତ୍ର ଦାଖଲ କଲେ ପ୍ରାର୍ଥି 

masiha

ଦିଲ୍ଲିପ ରାୟ ଓ ଜୁଏଲ ଙ୍କ ପାଇଁ ପ୍ରଚାର

masiha

ବଡଓଲମାରେ କଂଗ୍ରେସ ବିଧାୟକ ପାର୍ଥୀଙ୍କ କର୍ମୀ ସମ୍ମିଳନୀ 

masiha

Leave a Comment

error: Content is protected !!