ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସାମ୍ବାଦିକ ଙ୍କ ମାତୃ ବିୟୋଗ

ସାମ୍ବାଦିକ ଙ୍କ ମାତୃ ବିୟୋଗ

ଆସିକା, ୮/୨/୨୫ // ଧରାକୋଟ ନିକଟସ୍ଥ ବରଡାବିଲୀ ଗ୍ରାମର ସ୍ବର୍ଗତ ରଘୁନାଥ ସାହୁଙ୍କ ଧର୍ମ ପତ୍ନୀ ଏବଂ ଚିର ସନ୍ଧାନ ଖବର କାଗଜର ଗଞ୍ଜାମ ଜିଲ୍ଲା ପ୍ରତିନିଧି ବଳରାମ ସାହୁ ଙ୍କ ର ମାଆ ପ୍ରମିଳା ସାହୁଙ୍କ ର 73 ବର୍ଷ ବୟସରେ ସ୍ଵ ଗୃହରେ ପରଲୋକ ହୋଇଯାଇଛି। ଆଖ ପାଖ ଗାଁ ଅଞ୍ଚଳରେ ଶ୍ରୀମତୀ ସାହୁ ଜଣେ ଧର୍ମ ପାରାୟଣ,ପରୋପକାରୀ ଓ ମେଳାପି ମହିଳା ଭାବରେ ବେଶ ପରିଚିତ ଥିଲେ। ମୃତ୍ୟୁ ଶଯ୍ୟା ନିକଟରେ ତାଙ୍କର ଏକମାତ୍ର ପୁତ୍ର ବଳରାମ ଓ ଏକମାତ୍ର କନ୍ୟା ପ୍ରତିମା ଙ୍କ ସହ ଆତ୍ମୀୟ ପରିଜନ ମାନେ ଉପସ୍ଥିତ ଥିଲେ। ତାଙ୍କର ମୃତ୍ୟୁରେ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।

ଆସିକା ରୁ ଶିବ ଶଙ୍କର ମିଶ୍ର ଆର ମସିହା ନ୍ୟୁଜ

Related posts

କୁସୁମୀ ବ୍ଲକର ନୂତନ ବିଡ଼ିଓ ଶିବ ଶଙ୍କର ମୁର୍ମୁ ଙ୍କ ଯୋଗଦାନ

Sunil Chandra Nayak

ଡେରାବିଶ ବ୍ଲକରେ ଜିଲ୍ଲାପାଳ ଏବଂ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ. ୬୭ଟି ଅଭିଯୋଗ ପଞ୍ଜିକୃତ

Sunil Chandra Nayak

ଶ୍ରୀ ଶ୍ରୀ ମା ଖମ୍ବେଶ୍ୱରୀଙ୍କ ବୈଶାଖୀ ଯାତ୍ରା ର ପ୍ରସ୍ତୁତି ବୈଠକ 

Sunil Chandra Nayak

Leave a Comment

error: Content is protected !!