ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସାମ୍ବାଦିକ ଙ୍କ ମାତୃ ବିୟୋଗ

ସାମ୍ବାଦିକ ଙ୍କ ମାତୃ ବିୟୋଗ

ଆସିକା, ୮/୨/୨୫ // ଧରାକୋଟ ନିକଟସ୍ଥ ବରଡାବିଲୀ ଗ୍ରାମର ସ୍ବର୍ଗତ ରଘୁନାଥ ସାହୁଙ୍କ ଧର୍ମ ପତ୍ନୀ ଏବଂ ଚିର ସନ୍ଧାନ ଖବର କାଗଜର ଗଞ୍ଜାମ ଜିଲ୍ଲା ପ୍ରତିନିଧି ବଳରାମ ସାହୁ ଙ୍କ ର ମାଆ ପ୍ରମିଳା ସାହୁଙ୍କ ର 73 ବର୍ଷ ବୟସରେ ସ୍ଵ ଗୃହରେ ପରଲୋକ ହୋଇଯାଇଛି। ଆଖ ପାଖ ଗାଁ ଅଞ୍ଚଳରେ ଶ୍ରୀମତୀ ସାହୁ ଜଣେ ଧର୍ମ ପାରାୟଣ,ପରୋପକାରୀ ଓ ମେଳାପି ମହିଳା ଭାବରେ ବେଶ ପରିଚିତ ଥିଲେ। ମୃତ୍ୟୁ ଶଯ୍ୟା ନିକଟରେ ତାଙ୍କର ଏକମାତ୍ର ପୁତ୍ର ବଳରାମ ଓ ଏକମାତ୍ର କନ୍ୟା ପ୍ରତିମା ଙ୍କ ସହ ଆତ୍ମୀୟ ପରିଜନ ମାନେ ଉପସ୍ଥିତ ଥିଲେ। ତାଙ୍କର ମୃତ୍ୟୁରେ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।

ଆସିକା ରୁ ଶିବ ଶଙ୍କର ମିଶ୍ର ଆର ମସିହା ନ୍ୟୁଜ

Related posts

ସଚେତନ ନାଗରିକ ମଞ୍ଚ ର ବିବେକାନନ୍ଦଙ୍କ ଜୟନ୍ତୀ ପାଳନ ଓ ପ୍ରସ୍ତୁତି ବୈଠକ 

masiha

ଲକ୍ଷ୍ମୀପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ଫାଇବ୍ ଟି ଜରିଆରେ ସୌନ୍ଦର୍ଯ୍ୟ କରଣ କରିବା ନିମନ୍ତେ  କୋରାପୁଟ ଜିଲ୍ଲାପାଳ ଗସ୍ତ କରି ଭିତ୍ତି ଭୁମି ତର୍ଜମା କଲେ

Sunil Chandra Nayak

ଆନ୍ତର୍ଜାତୀୟ ମାଦକ ଦ୍ରବ୍ୟର ଦୁରୁପଯୋଗ ଓ ଅବୈଧ ଚୋରା ଚାଲାଣ ବିରୋଧୀ ଦିବସ ପାଳିତ 

Sunil Chandra Nayak

Leave a Comment

error: Content is protected !!