ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଧର୍ମଗଡ କୃଷି ଜିଲ୍ଲା ଅଧିକାରୀଙ୍କ କାର୍ଯ୍ୟାଳୟ ରୁ ଗଡ଼ିଲା କୃଷି ଭିତ୍ତିକ ପ୍ରସାର ରଥ 

ଧର୍ମଗଡ କୃଷି ଜିଲ୍ଲା ଅଧିକାରୀଙ୍କ କାର୍ଯ୍ୟାଳୟ ରୁ ଗଡ଼ିଲା କୃଷି ଭିତ୍ତିକ ପ୍ରସାର ରଥ 

କଳାହାଣ୍ଡି ଜିଲ୍ଲା ଧର୍ମଗଡ ସହର ସ୍ଥିତ କୃଷି ଜିଲ୍ଲା ଅଧିକାରୀଙ୍କ କାର୍ଯ୍ୟାଳୟ ପରିସରରୁ ଗୁରୁବାର ଗଡ଼ିଲା କୃଷି ଭିତ୍ତିକ ପ୍ରସାର କାର୍ଯ୍ୟକ୍ରମ ରଥ ଗଡିଛି।ଓଡିଶା ରାଜ୍ୟ ସରକାର ଙ୍କ ଦ୍ୱାରା ଆୟୋଜିତ ଏହି କୃଷି ଭିତ୍ତିକ ପ୍ରସାର ରଥ ଟି ଆଜି ଠାରୁ ଧର୍ମଗଡ ବ୍ଲକ ର ସମସ୍ତ ଗ୍ରାମ ପଞ୍ଚାୟତ ପରିକ୍ରମା କରିବ। ଏଥିରେ ଏକ ନୃତ୍ୟ ଦଳ ଅଭିନୟ ମାଧ୍ୟମରେ ସରକାର ଙ୍କ ପିଏମ କିଷାନ, ସିଏମ କିଷାନ, ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗୀ ଯୋଜନା ଭଳି ସରକାର ଙ୍କ ସମସ୍ତ କୃଷି ଭିତ୍ତିକ କାର୍ଯ୍ୟକ୍ରମ ଉପରେ ବ୍ୟାପକ ସଚେତନତା ସୃଷ୍ଟି କରିବା ନେଇ ସୂଚନା ରହିଛି। କୃଷି ଜିଲ୍ଲା ଅଧିକାରୀ ଧର୍ମଗଡ ସଞ୍ଜୟ କୁମାର ପାତ୍ର ଓ ସହକାରୀ ବ୍ଲକ କୃଷି ଅଧିକାରୀ ହେମାନନ୍ଦ ମାଝୀ ସବୁଜ ପତାକା ଦେଖାଇ ପ୍ରସାର ରଥ ର ଶୁଭାରମ୍ଭ କରିଥିଲେ। 

ଢଗ ନାଏକ ଙ୍କ ରିପୋର୍ଟ୍ 

Related posts

୧ – ଓଡ଼ିଆ ଅସ୍ମିତା ଅଭିଯାନ ମାଧ୍ୟମରେ  ଆଦର୍ଶ ଶିକ୍ଷକ ସମ୍ବର୍ଦ୍ଧିତ , ୨- ଭ୍ରମ୍ୟମାନ ରକ୍ତ ସଂଗ୍ରହ ବସ ପାଇଁ ସାଂସଦଙ୍କୁ ଅନୁରୋଧ

masiha

ଜିଲ୍ଲା ସ୍ତରୀୟ ମିଲେଟ ଖାଦ୍ୟ ମେଳା

ରାଜ୍ୟ ସ୍ତରୀୟ ୧୫ବର୍ଷରୁ କମ୍ ମୁଖ୍ୟମନ୍ତ୍ରୀ କପ୍ ଫୁଟବଲ୍ ଟୁର୍ଣ୍ଣାମେଣ୍ଟରେ ନବରଙ୍ଗପୁର ଜିଲ୍ଲା ଦଳ ଗ୍ରୁପ୍ ଚାମ୍ପିଅନ 

masiha

Leave a Comment

error: Content is protected !!